STORYMIRROR

Jagannath Das

Fantasy

4  

Jagannath Das

Fantasy

ରୁପ ଯୈାବନ ଦୁଇଦିନିଆ

ରୁପ ଯୈାବନ ଦୁଇଦିନିଆ

1 min
228


ରୁପ ଯୈାବନ ଦୁଇ ଦିନିଆ

ଜାଣିକି ମଣିଷ ଗର୍ବ କରେ

ଆଉ ସବୁ ଅଢେଇ ଦିନିଆ

ଏସବୁ ଯାଣିକି କାହିଁକି କରେ

ଆପଣା ଦୁଃଖ ଆପଣା ଭିତରେ ଦେଖିକି ମରେ.....


ଏ ଯେଉଁ ସତ୍ୟ ଯାଉଛି ଗାଇ

କିଏ ତାକୁ ରୋକି କରିବ ତୁନି

ଦିଗ ବିଦିଗରେ ଯାଇଛି ଘୋଷି

ଆକାଶ ଫଟାଇ ତା ପ୍ରତିଧ୍ବନୀ

ସଂସାର ସାର ଏହି ମର୍ମ ଜାଣିଛନ୍ତି

ମୁନି ଜ୍ଞାନୀ ବାରେ...


ନଶ୍ବର ସଂସାରେ ଈଶ୍ବର ସାର

ଯାହା ଦେଖୁଛ ଏ ଦୁଇ ଦିନର

ଜଗତ ଅଟଇ ଜାଣ ତା ନିଜର

ସିଏ ଅଟେ ସର୍ବେସର୍ବା ଅଧିଶ୍ବର

ପୁଜନ ଭଜନ ସ୍ମରଣ କୀର୍ତନ 

ନିତି କର ବାରେ...


ଅସାର ଜଗତ ଜଗତରନାଥ

ସବୁତ ଅସତ୍ୟ ସେହି ଏକା ସତ୍ୟ

ଅନାଥର ନାଥ ଅଂଧଂକର ପଥ

ପରମୋଚ୍ଚ ଶକ୍ତି ନ ଜାଣେ ଅଜ୍ଞାତ

ଦରିଦ୍ରଂକ ଧନ ତୋରପାଦେ ରହୁ ମନ ବାରେ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy