ଅନୁସନ୍ଧାନ
ଅନୁସନ୍ଧାନ
ଅନୁସନ୍ଧାନ
ବାହାରି ଲି ଦିନେ
ସତ୍ୟ ର ଅନୁସନ୍ଧାନେ
ପୂରୁବେ ଖୋଜିଲି
ପଶ୍ଚିମେ ଖୋଜିଲି
ଚାରିଦିଗେ ଖୋଜି
ଖୋଜି ମୁଁ ଗଲି
ଦେଖିଲି ଖାଲି
ପ୍ରବଞ୍ଚନା
ଚାରି ଆଡେ ଖାଲି
ଠକ ମିଛ ବିଡ଼ମ୍ବନା
ଶେଷରେ ଜାଣିଲି
ସତ୍ୟର ପଥ
କୋଠର ଅତି
କେହି ନ ଯାନ୍ତି
ତାହାର କତି
କହିବାକୁ ସତ୍ୟ
ସଭିଏଁ ଡ଼ରି ଥରି ଯାନ୍ତି
ଘୂରି ଗଲାମୋର ମତି
କେହି ସତ୍ୟ ନ କହନ୍ତି
ମିଥ୍ୟାର ପଥ ଭାରି ଉନ୍ନତ
ତାକୁ ଆଦରି ଚାଲନ୍ତି ।