Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Mohanty

Tragedy Fantasy

3  

Pramila Mohanty

Tragedy Fantasy

ଅନୁସନ୍ଧାନ

ଅନୁସନ୍ଧାନ

1 min
15


ଅନୁସନ୍ଧାନ

ବାହାରି ଲି ଦିନେ

ସତ୍ୟ ର ଅନୁସନ୍ଧାନେ

ପୂରୁବେ ଖୋଜିଲି

ପଶ୍ଚିମେ ଖୋଜିଲି

ଚାରିଦିଗେ ଖୋଜି

ଖୋଜି ମୁଁ ଗଲି

ଦେଖିଲି ଖାଲି

ପ୍ରବଞ୍ଚନା

ଚାରି ଆଡେ ଖାଲି

ଠକ ମିଛ ବିଡ଼ମ୍ବନା

ଶେଷରେ ଜାଣିଲି

ସତ୍ୟର ପଥ 

କୋଠର ଅତି 

କେହି ନ ଯାନ୍ତି

ତାହାର କତି

କହିବାକୁ ସତ୍ୟ

ସଭିଏଁ ଡ଼ରି ଥରି ଯାନ୍ତି

ଘୂରି ଗଲାମୋର ମତି

କେହି ସତ୍ୟ ନ କହନ୍ତି

ମିଥ୍ୟାର ପଥ ଭାରି ଉନ୍ନତ

ତାକୁ ଆଦରି ଚାଲନ୍ତି ।


Rate this content
Log in