STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

କାଗଜ ଡଙ୍ଗା ଯାଉଛି ଭାସି

କାଗଜ ଡଙ୍ଗା ଯାଉଛି ଭାସି

1 min
213


କାଗଜ ଡଙ୍ଗା ମୋ

ଯାଉଛି ଭାସି ଝଡ

ବରଷା କୁ ଖାତର

 ନ କରି

ଜୀବନର ଆଶାକୁ ମଙ୍ଗରେ

ତାହାର ଦେଇଛି ବାନ୍ଧି

ଚାରି ଦିଗ ତା ପାଇଁ ଖୋଲା

ହୁଏନା ସେ କେବେ ଦିଗହରା

କାତତା ପାଏନା ସମ୍ମୁଖେ

ଅକାତ କାତ ପାଣି ଦୃଢ ମନୋବଳ ତା ପ୍ରଳୟକୁ

  ପାରିବ ଜିଣି 

ଭେଟିବ ସେ ଯାତ୍ରାରେ

  ନୂଆ ନୂଆ ସାଥି

ନିଜ ମନ ଗହନର ଉନ୍ମାଦନାକୁ

 ଗୋଟି ଗୋଟି କରି ଦେବ ସେ 

    ବଖାଣି   

ଭାସି ଭାସି ହଜି ଯିବ ସେ

 ସାଗର ଗର୍ଭେ ଲୀନ ହୋଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational