STORYMIRROR

Lecturer Soumyaranjan Hota

Fantasy Others

3  

Lecturer Soumyaranjan Hota

Fantasy Others

ଅଭିମାନୀନିର ସ୍ମୃତି

ଅଭିମାନୀନିର ସ୍ମୃତି

1 min
3.3K


କରୁଛୁ ବିଚଳିତ ବହୁତ୍

ହୃଦୟ କରୁଛୁ ଆନ୍ଦୋଳିତ

କାହିଁକି ତୁ କରୁ ଏତେ

ବିଚଳିତ କେଜାଣି

ହୃଦୟର ସ୍ପନ୍ଦନକୁ,

ଆନମନା ହୁଏ

ମାଗେ ମନ ଗ୍ରନ୍ଥାଗାର

ସେ ଭିତରୁ ଖୋଜେ

କେତେ ଯେ ଅଲିଭା ସ୍ମୃତି

ଚେଷ୍ଟା କଲି ଜାବୁଡ଼ି କୋଳେଇ

ନେଇଥାନ୍ତି କି ଆଉ ଥରେ?

ତୋ ସେହି ନିଃସ୍ୱାର୍ଥରତା ପ୍ରେମ

ଦୁଷ୍ଟାମି ଖୁବ୍ କୋଲା

ନରୋହୀ ହୃଦୟେ

ଢାଳି ହେଇ ଚାଲିଗଲା

କଲମର ସ୍ୟାହି

ଆଉ ପେପର୍ ମଧ୍ୟରେ

ପୂର୍ଣ୍ଣଚ୍ଛେଦର ନାହିଁ ସ୍ଥାନ

ଭାବୁଛି କମା ରହିଲା,

ପୂର୍ଣ୍ଣଚ୍ଛେଦର

ନଆସୁ ସୁନାମି ସୂଚନା ଦେଇ

ଭୟେ କମ୍ପଇ ଶରୀର

ଥରବର ହୁଏ ହୃଦୟ

ମନ ବୁଝେଇ କୁହେ

ହତ୍ୟା ନକରିବାପାଇଁ

ସେ ବିଶ୍ୱାସ!

ସେ ପ୍ରେମ!

ଥମିପଡେ ସେ ଅମାନିଆ

ଦୁଷ୍ଟାମି କରୁଥିବା ହୃଦୟ

ଆଉ ମୋନେ ଚାଲିଆସେ

ତୋର ସେ ହସହସ ମୁହଁ

କିଛି ସ୍ମୃତିକୁ ନେଇ

ରହି ଥାଉ ଚିରଦିନ

ମାନେ ଗ୍ରନ୍ଥାଗାରେ

ଆଉ ଖୋଜୁଥାଉ ନିଇତି

ସେ ଜହ୍ନ ରାଇଜରେ

ଅଭିମାନୀନିର ସ୍ମୃତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy