STORYMIRROR

Lecturer Soumyaranjan Hota

Others

2  

Lecturer Soumyaranjan Hota

Others

ସୈନିକ

ସୈନିକ

1 min
1.6K


🇮🇳ସୈନିକ🇮🇳


ଜୋଳୁ ଥିବା ବନ୍ହି ରେ

ଶିଖା ମଧ୍ୟରେ ଆଜି,

ମାତୃ ଭୂମି ର କୋଳେ

ଚାରି କାନ୍ଥ କଡ଼ ର ଅନ୍ଧାର ଭିତରେ,

ଫୁଲ ଭରା ବକ୍ସ ଆଉ

ଶିଆଚୀନ ର ବରଫ ଭିତରେ,

ଲୁଚୀ ରହି ପାରୁନି ସେ

ଶରୀର ଆଜି,

ଭାରତ ମାତା ର ନୟନ ରୁ

ଖସି ପଡୁଥିବା ଲୁହ,

ଆନ ମନା କଲା ସେ ବର୍ଦି ଟା ଆଜି,

ଅସହ୍ୟ କଲା

ପୁଣି ଉଠି ଆସନ୍ତି!


ସୈନିକ ସାଜି

ଜନ୍ମି ଥାନ୍ତି ମୋ ଜନ୍ମଭୂମି କୋଳେ

ପୁନଃ କରନ୍ତି ସେଭା,

ମା ପରି ସେ ମୋ ଜନ୍ମ ଭୂଇଁ

ଆହାଃ! କୀ ଉଲ୍ଲାସ ଭରା,

ଜନ୍ମ ତ କଳେ,ମୃତ୍ୟୁ ତ କଳେ,

ଜନ୍ମ ତୁ ଦେଖୁ, ମୃତ୍ୟୁ ତୁ ଦେଖୁ,

ସହି ନେଉ ତୁ ରେ

ସଭୁ କଷ୍ଟ ତିଳେ,

କୁଣ୍ଢେଇ ତୁ ନେଉ ଦେହେ,

କେତେ ଯେ ଗର୍ବ

କରେ ନେଇ ତୋତେ,

ତୋ ପରି କେହି ନାହଁ ରେ,

ତୋ ପରି କେହି ନାହିଁ ରେ ।।


ନୟନୁ ନ ଝରୁ ଅଶ୍ରୁ ତୋ କେବେ,

ଲଢ଼ି ଭି ମୁ ତୋ ପାଈଁ ରେ,

ଲଢ଼ି ଭି ମୁ ତୋ ପାଈଁ ରେ

ସୈନିକ ସାଜି ହୋଇ ରେ,

ସୈନିକ ସାଜି ହୋଇ ରେ ।।

@ସୌମ୍ୟ ରଞ୍ଜନ ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍