STORYMIRROR

Lecturer Soumyaranjan Hota

Inspirational

2  

Lecturer Soumyaranjan Hota

Inspirational

ସୈନିକ ଶପଥ

ସୈନିକ ଶପଥ

1 min
1.1K




ନାହିଁ ମୋର ଭୟ କାହା ଠାରେ ଆଜି,

ଥିବା ପଯ୍ୟନ୍ତ ତ ଆଶିର୍ଵାଦ,

ଲଢୁ ଥିଭି ମୁ ତହରି ପାଈଁ ରେ,

ନ ଲଭି ମୋ ପ୍ରାଣ,

ଗଲେ ପଛେ ଯାଉ ଜୀଵନ ମହୋର,

ନ ଆଣୀଭି ତ ପ୍ରତୀ ଆଞ୍ଚ ।

ଏ ଵର୍ଦି ରେ ଲାଗି ନାହିଁ ଦାଗ,

ଲଗେଇଭି ନାହିଁ କୀ ଲଗେଇ ଦେବୀ ନାହିଁ,

ଗୋଲେ ପୋଛେ ଯାଉ ମୋ ପ୍ରାଣ ।


ପଛେଇଭୀ ନାହିଁ କୀ ଅହରିଭୀ ନାହିଁ,

କରିଛି ମୁଁ ଶପଥ ।


ତୁମେ ଜାଗ୍ରୁତ ହୁଅ ରେ,

ଏ ଦେଶ ର ସନ୍ତାନ,

ଭକ୍ଷ୍ୟକ ନ ହୋଇ ରକ୍ଷକ ସାଜ,

ରଖୁ ଥାଅ ଏ ଦେଶ ର ମାନ,

ସୈନିକ ସାଜି ଢାଳୁଛି ମୋ ପ୍ରାଣ,

ମୋ ପରିବାର କୁ ଯାଈ ଭୁଲି,

ମୋ ତ୍ୟାଗ ର କାରଣ ତୁଚ୍ଛ ହୋଇଯିବ,

ତୁମେ ନ ବୁଝିବ କିଛି ଯଦି।


ବର୍ଦି ରେ ନ ରହି କେତେ ଯେ ଶନ୍ତାନ ଶନ୍ତତି,

ସାଜି ପୁଣି ଗୁପ୍ତଚୋର,

ଦେଇଛନ୍ତି ନିଜ ପ୍ରାଣ,

ଏତେ କରନ୍ତି ସେ ଦେଶ କୁ ଯେ ପ୍ରେମ,

ରଚିଛନ୍ତି କେତେ ଯେ ଇତିହାସ।


ଶୁଣି ନିଅ ଆଜି ରେ ଦେଶ ଦ୍ରୋହି ତୁମେ,

ସମୟ ଥାଉଁଣୁ ସଭୁ ବୁଝି ନିଅ,

ନ ହେଲେ ହରାଇବ ସବୁକିଛି ।

ଏହା ଯେ ସୈନିକ ଶପଥ,

ଏହା ଯେ ସୈନିକ ଶପଥ ।

ଶପଥ......

ଶପଥ......

ଶପଥ......

@ସୌମ୍ୟ ରଂଜନ ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational