STORYMIRROR

Lecturer Soumyaranjan Hota

Others

3  

Lecturer Soumyaranjan Hota

Others

କନ୍ୟା ଭ୍ରୁଣ

କନ୍ୟା ଭ୍ରୁଣ

1 min
5.5K


👩‍🍳 କନ୍ୟା ଭ୍ରୁଣ👩‍✈️


ମୁଁ କ'ଣ ତ୍ରୁଟି!

ଅନ୍ତୁଡି ରୁ ତ କଳେ!

କିଛି ସମୟପରେ

ରଜନୀ ଭିତରେ

ବୁଦା ମୂଳେ ତ,

ଆବର୍ଜନା ପାତ୍ର ରେ,

ସେ ଟ୍ରେନ୍ ସୌଚଳୟେ,

ଅବହେଳିତ ଅବସ୍ଥାରେ ।


ଅବା କେଉଁ ଦୋଷେ,

ଦେଖିଲେ ଧରି ଭୋୟେ,

ଝିଅ ଜନ୍ମ ଠାରୁ

ଆଣ୍ଠୁ କୁଢା ଭଲ,

ଏମିତି କହିଲ ଯେ କେତେ,

ସତେ ଯେମିତି

ମୁଁ ଯେ କିଛି ତ୍ରୁଟି?

କିଛି ସମୟପରେ

ଛଢ଼େଇ ନିଅ

ମା କୋଳରୁ ଯେ ମୋତେ,

ଶୂନ୍ୟ ଯେ ହୁଏ ତା କୋଳ ।


ଆଉ ଦ୍ଵନ୍ଦ ଭିତରେ

ମୃତ୍ୟୁ ନା ଅବହେଳିତ

ମୁଁ ତୋତେ ଦଉନି

ଦୋଷ ଯେ କିଛି ମା

ଦେଉଛି କେବଳ

ଏହି ସମାଜ କୁ

ଯିଏ ଭୟ କରେ

ମୋ ଜନ୍ମ

ତୋତେ ବୁଝେଇ

ନ ପାରିଭି ଯେ ଆଉ ।


ମୁଁ ଚୁଲି ପାଖେ ନୁହଁ

ଉଡ଼ିବା ସ୍ବପ୍ନ ଯେ ମାେ

କାହା ଅଧିନେ ନୁହେ

କିଛି କରିବା ସ୍ବପ୍ନ ଯେ ମାେ

ଏମିତି ହତ୍ୟା ୟେ

କରିଆସିଛି ଯେ ଆଜି ।


ନାହିଁ ଜନ୍ମି ବାରେ

ସ୍ବପ୍ନ ଯେ ଏ ସଂସାରେ

ନ ଜନ୍ମିଭି ଆଉ ଯେବେ

ଜାଣିବ ଏ ସମାଜ

ମାେ ମହତ୍ୱ ଯେ କେତେ

ଚଖେଇଭି ଏ ସ୍ୱାଧ ଦେ ନିଶ୍ଚୟ କେତେ

ଏହି ଯେ ମୋ ପୋଣ...

ଏହି ଯେ ମୋ ପୋଣ...।

@ସୌମ୍ୟ ରଞ୍ଜନ ହୋତା


Rate this content
Log in