ଆତ୍ମା ପୁରୁଷ
ଆତ୍ମା ପୁରୁଷ
ଶରୀର ଟି ମୋର କେଡେ ଯେ ସୁନ୍ଦର
ଏଥି ପାଇଁ ଅଭିମାନ
ଆତ୍ମା ପକ୍ଷୀ ଚାଲେ କେହି ଛୁୁଇଁ ବେନି
ପିିିିଣ୍ଡ ରେ ନ ଥାଏ ପ୍ରାଣ
ଗର୍ବ, ଅହଂଂକାର ଛାଡ଼ି ତ ପାଇନି
ସବୁ ସମୟରେ ଶେଷ
ବିିିଶାାଳ ଶରୀର ଏ କଥା ନ ବୁୁଝି
ବଞ୍ଚିବାର ରଖି ଶୋଷ
ପ୍ରାଣ ପକ୍ଷୀ ବିନା କଲେବର ମୋର
ପାାଲଟି ଯାଏ ତ ଶବ
ପଞ୍ଚ ଭୁରତରେ ଲୀନ ହୋଇ ଯାଏ
ନ ଥାଏ ଆଉତ ଭାବ
କିିିଏ ବନ୍ଧୁ କିଏ ସଖା ସହୋଦର
ମିିିଛ ଦୁନିଆରେ ମାୟା
ଏ ସବୁ ଜାଣିବି ମନତ ବୁୁୁଝେନି
ସଭିଏଁ ହୁଅନ୍ତି ବାୟା
ତଥାପି ଶରୀର ଭଲ କର୍ମ କରିି
ହୋଇଥାଏ ୟଶଂସିତ
କାାଳଜୟୀ ହୋଇ ଯଶ ରଖିଯାଏ
ସମରାନ କ୍ଷୟରେ ଲିିଖିତ
ଦିିିନକ ଦିିନ ଆୟୁ କମୁଥାଏ
ଏ କଥା ବୁଝି ନ ପାାରି
ବାଳ ବୃୃୃୃଦ୍ଧ କେହି ନ ହୁଅନ୍ତୁ ଅଲଗା
ସମସ୍ତେ ମୃୃୃତ୍ୟୁ ର ଯାତ୍ରୀ
ହେ ବିନାୟୀ ଆତ୍ମା ତୁମକୁ ପ୍ରଣାମ
ହୁଅ ପରମରେ ଲୀନ
ଚିିର ଶାନ୍ତି ଲହୁ ପରମ ଧାମର
ଶାାଶୁତରେ ପାଅ ସ୍ଥାନ ।।
