STORYMIRROR

Banishree Upadhyaya

Drama

4  

Banishree Upadhyaya

Drama

ବିୟାମ

ବିୟାମ

1 min
24.3K

ମଣିଷ ଜନମ ଦୁରଲଭ ଅଟଇ 

ଶରୀର ଟି ସୁୁୁକମ ଯନ୍ତ୍ର 

ସବୁ ଯନ୍ତ୍ର ଅଟଇ ଗୁରୁତ୍ୱ ପୂର୍ଣ୍ଣ 

ଭଲ ଭାବେ ନେବା ଜତନ

ସୂୂର୍ଯ୍ୟ ଉଦୟ ପୂର୍ବ ଦିଗରୁ 

ଉଠିଲେ ବଢେ ବଳ ଓ ଆୟୁସ 

ଈଷ୍ଟ ଙ୍କୁ  ସ୍ମରଣ କରି 

ଦିିିନ ଚର୍ଚା ସହ କସରତ

ପ୍ରତେକ ଅଙ୍ଗ ଯେ ଗୋଟେ ଗୋଟେ ଯନ୍ତ୍ର ଅତି ଉତ୍ତ 

ସବୁ ଯନ୍ତ୍ର ପାଇଁ ବିୟାମ ଜରୁରୀ 

କରିବାକୁ କାରଯିୟ କ୍ଷମ

ଖୋଲା ପବନ ରେ ବୁଲିବା 

ସଖାଳେ ସନ୍ଧିୟା କାଳେ 

ତେଲ ଭାଜି ଠାରୁ ରହିବା ଦୁୁୁୁରେଇ

ଖାଇବା ଟତକା ଫଳ

ସୁୁୁରଯିୟ ନମସ୍କାର କରିଲେ 

ବଢଇ ମନରେ ଏକା ଗ୍ରତା

ପଣ ରେ ଲାଗଇ ଚିତ 

ଦୂୂୂର ହୁଏ ଅବସାଦ ଆଳସିୟତା

ମନ ପ୍ରାଣ ହୁଏ ପ୍ରଫୁଲ୍ଲ

ଞାନ ଦୂର ପ୍ରସାରି 

ଶରୀର ବିଦ୍ୟା କୁ ବୁଝିଲେ 

ସଫଳତା ନିସଚେ ପାଇ

ରକ୍ତ ସଂଚାଳଣା ହୁଅଇ ଭଲ

ଶୁୁୁସଥ ହୁଅଇ ହୃଦୟ 

ହଜମ ପ୍ରକିୟା

ଦେହ କୁ କରିିଥାଏ ଚନଚଳ ତେଜମୟ

ଶରୀର ଯନ୍ତ୍ର କୁ ସୁନ୍ଦର ସୁଥାାମ

ବିୟାମ ହି ଏକ ମାତ୍ର 

ପ୍ରଥମ ଓ ମୁୁୁଖ୍ୟ ଆୟୁଧ 

ଅଟଇ ଅନ୍ୟ ସବୁ ତାଠୁ ଛାର

 


સામગ્રીને રેટ આપો
લોગિન

Similar oriya poem from Drama