STORYMIRROR

Banishree Upadhyaya

Inspirational Others

3  

Banishree Upadhyaya

Inspirational Others

ପୁସ୍ତକ

ପୁସ୍ତକ

1 min
11.8K

ଦିବାବେଳେ ପରି ଦିଶଇ ଉଜ୍ବଳ 

ତୁମେ ହିି ଞାନ ର ଭଣ୍ଡାର 

ଅଞାନକୁ ଦୁର ମୁରଖକୁ ପଣ୍ଡିତ 

କରୁୁୁୁଥାଅ ତୁମେ ପୁସ୍ତକ ।୧।

ପ୍ରିୟ ପରିଜନ ଅତିଥି ବିିିିଦ୍ବାନ

ଧନୀ ଗରିିିବର ଅଟ ତୁମେ ବନ୍ଧୁ 

ଅନ୍ଧ କୁୁୁୁସଂସ୍କାର କରି ଥାଏ ଦୁୁର

ତମେ ହି ଞାନ ର ସପ୍ତ ସିନ୍ଧୁ ।୨।

ତୁମେ ହିଁ ଦୁନିଆକୁ ଆଲୋକିତ କର

ଆପଦ ପିବଦର ସଖା 

ଞାନୀ ଗୁୁଣୀଜନ ମାନଙ୍କ ପାଇଁ 

ତୁମେହିଁ ଲେଲିହାନ ଶିଖା ।୩।

ବିଦିୟାରଥି ପାଇଁ ଜଡିବୁୁୁଟି ତୁମେ 

ବୟସ୍କ ଙ୍କ ଲାଗି ପଥି 

ଲେଖକ ଲେଖିକା ଙ୍କ ଅମୂଲ୍ୟ ଧନ ତୁୁୁୁମେ 

ସିନ୍ଧୁକର ଚାବି କାଠି ।୪।

ସାଧକର ସିନ୍ଧି ସାଧନା ବୁଦ୍ଧି 

ତୁମେହିଁ ମଣିିଷ ର ଆଶାବାଡି 

ପୁସ୍ତକ ର ପରିଭାଷା ସର୍ବତ ବିଦ୍ୟାମାନ

ବିଶ୍ଵେ ହୁଅ କାଳଯାୟୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational