STORYMIRROR

Banishree Upadhyaya

Inspirational

3  

Banishree Upadhyaya

Inspirational

ଧ୍ରୂମପାନ

ଧ୍ରୂମପାନ

1 min
11.8K

ସିଗାରେଟ୍ ଖୋଳରେ ଅଛି ଲେଖା 

ଶରୀର ପ୍ରତି କ୍ଷତି କାରକ ବୋଲି 

ସବୁ ଜାଣି ମଣିଷ ପିଇପକାଉଛି 

ରୋଗକୁ ନିୟନ୍ତ୍ରଣ କରୁଛି ଜାଣିକି 

ଅଭିିିୟାସ ବଳରେ ମଣିଷ ଆଜି 

ଶରୀରକୁୁ ଧ୍ୟାନ ଦେଉନାହିଁ 

ଜୀବନ କୁୁ ସେ ବାଜି ପକାଇ

ଜାଣି ଅଜାଣିି ତାକୁ ଛାଡ଼ି ପାରୁନାହିଁ 

ନିଶା ଦ୍ରବ୍ୟ ଅଟେ ଦୁଃଖର କାରଣ 

ଜୀବନରେ ଭୋଗେ ଦୁଃଖ ଅନେକ

ଧ୍ରୂମପାନ ଅଟଇ ରକ୍ତ ଚାାପ ବୃଦ୍ଧିର କାରଣ 

ହୃଦଘାାତ ଯୋଗୁଁ ପୁଣି ରୋଗୀର ହୁଏ ମରଣ

ଧ୍ରୂମପାନ ଯୋଗୁଁ ଫୁସଫୁସ ରେ ହୁଏ 

କର୍କଟ ଭଳି ଦୁରା ରୋଗ୍ୟ ବ୍ୟଥା 

ଅର୍ଥ ହାନି ପ୍ରାଣ ପିଡା ସହ ମଣିଷ ହୋଇଥାଏ ଛନ୍ଦ 

ଧୁମପାନ ବର୍ଜନ କରିଲେ ମଣିଷ 

ସୁଖରେ ବଞ୍ଚି ପାରିବ 

ସୁସ୍ଥ ସମାଜ ସୁୁୁସ୍ଥ ଜୀବନକୁ

ଦେଖାଇ ଦିିଗ ଦର୍ଶନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational