Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Banishree Upadhyaya

Classics


3  

Banishree Upadhyaya

Classics


ଅର୍ଥ ସବୁ କିଛି

ଅର୍ଥ ସବୁ କିଛି

1 min 11.9K 1 min 11.9K

କି ସୁନ୍ଦର ଲାଗେ ଜଣକ ପାଖରେ ଥିଲେ ଟଙ୍କା 

ଟଙ୍କା ପାଇଁ ଅସୁନ୍ଦର ହୋୋ ଥାଏ ସୁନ୍ଦର ସଖା।

ଟଙ୍କା ଥଲେ ଆଇନ ର ବାଟ ହୁଏ ଅଲଗା 

ଗରିବ ଙ୍କ ପାାଇଁ ହୁଏ ଟିକେ ଭୁୁଲ ମହଙ୍ଗା ।

ସଂଚୟ କରିଲେ ହୁୁଏ ଭବିିଷ୍ୟତ ସୁଖମୟ 

ଅର୍ଥ ବିହୁନେ ଜୀବନ ହତାସ ଓ ଭୟ।

ସବୁ ପ୍ରିୟ ଜନ ମାନେ ସୁଣ ମନ ଦେଇ 

ନିଜ ଉପାର୍ଜତ ଧନ ସଂଚୟ କିଛି କରି ।

ସବୁ ଦିିଦିନ ପାଇଁ ଆମେ ସୁଖ ରେ ରହିବା

ଅନ୍ୟ କୁ ଖୁସି ରେ ରଖି ପୃଥିବୀ କୁ ହସାଇବା ।

ବସି ଖାଇଲେ ବାବୁ ରେ ନଈ ବାଲି ଯିିିବ ସରି

ପରିଶ୍ରମ ନ କରିଲେ କାନ୍ଧ ରୁ ଲକ୍ଷ୍ମୀ ଯିବେ ଅହରି।

ମହା ଲକ୍ଷ୍ମୀ ହେବେ ଖୁସି ପରିଶ୍ରମି ଜନେ

ବରସିିିବ ଅର୍ଥ ତାରେ ।

ଶୁଣ ମନ ଧ୍ୟାନେ

ଟଙ୍କକା ଥିଲେ ପାଖେ ଲୁଚି ଯାଏ ଦୁୁରଗୁୁଣ।

ଗୁଣ୍ଡା ହୁଏ ଜନ ନେତା 

ହରସିତ ପ୍ରାଣେ ।।



Rate this content
Log in

More oriya poem from Banishree Upadhyaya

Similar oriya poem from Classics