Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banishree Upadhyaya

Classics

3  

Banishree Upadhyaya

Classics

ଅର୍ଥ ସବୁ କିଛି

ଅର୍ଥ ସବୁ କିଛି

1 min
11.9K


କି ସୁନ୍ଦର ଲାଗେ ଜଣକ ପାଖରେ ଥିଲେ ଟଙ୍କା 

ଟଙ୍କା ପାଇଁ ଅସୁନ୍ଦର ହୋୋ ଥାଏ ସୁନ୍ଦର ସଖା।

ଟଙ୍କା ଥଲେ ଆଇନ ର ବାଟ ହୁଏ ଅଲଗା 

ଗରିବ ଙ୍କ ପାାଇଁ ହୁଏ ଟିକେ ଭୁୁଲ ମହଙ୍ଗା ।

ସଂଚୟ କରିଲେ ହୁୁଏ ଭବିିଷ୍ୟତ ସୁଖମୟ 

ଅର୍ଥ ବିହୁନେ ଜୀବନ ହତାସ ଓ ଭୟ।

ସବୁ ପ୍ରିୟ ଜନ ମାନେ ସୁଣ ମନ ଦେଇ 

ନିଜ ଉପାର୍ଜତ ଧନ ସଂଚୟ କିଛି କରି ।

ସବୁ ଦିିଦିନ ପାଇଁ ଆମେ ସୁଖ ରେ ରହିବା

ଅନ୍ୟ କୁ ଖୁସି ରେ ରଖି ପୃଥିବୀ କୁ ହସାଇବା ।

ବସି ଖାଇଲେ ବାବୁ ରେ ନଈ ବାଲି ଯିିିବ ସରି

ପରିଶ୍ରମ ନ କରିଲେ କାନ୍ଧ ରୁ ଲକ୍ଷ୍ମୀ ଯିବେ ଅହରି।

ମହା ଲକ୍ଷ୍ମୀ ହେବେ ଖୁସି ପରିଶ୍ରମି ଜନେ

ବରସିିିବ ଅର୍ଥ ତାରେ ।

ଶୁଣ ମନ ଧ୍ୟାନେ

ଟଙ୍କକା ଥିଲେ ପାଖେ ଲୁଚି ଯାଏ ଦୁୁରଗୁୁଣ।

ଗୁଣ୍ଡା ହୁଏ ଜନ ନେତା 

ହରସିତ ପ୍ରାଣେ ।।



Rate this content
Log in