STORYMIRROR

Banishree Upadhyaya

Inspirational

3  

Banishree Upadhyaya

Inspirational

ସମୟ

ସମୟ

1 min
11.6K

ଅବିରତ ଭାବରେ ସମୟ ଚାଲିଛି 

ପ୍ରାଣୀଙ୍କ ମଙ୍ଗଳ ପାଇଁ 

କେଉଁଠି ଆରମ୍ଭ କେଉଁଠି ଶେଷ 

କେହି ତ ଜାଣତି ନାହିଁ ।

ସମୟ ହୋଇଲେ ସବୁ ମିଳି ଯାଏ

ସବୁ କାମ ଯାଏ ସରି 

ଯାହା ହେଉ ପଛେ ସମୟ କେବେ ଭି

ଲେଉଟି ଆସେନା ଫେରି ।

ଯେତେବେଳେ ଯେଉଁ କାମ କରାଯିବ 

ସେତେବେଳେ କରିଦେବ 

ଆଜିର ସମୟ କାଲିରେ ଆସିବନି 

କାମ ବାକି ରହିଯିବ ।

ସମୟ କାହାକୁ ଅପେକ୍ଷା କରେନା 

ନ ସରିବା କାମ ଦେଖି 

ଯେତେ ବାଧା ବିଘ୍ନ ଆସିଲେ ପାଶି

ରଖି ବନି କେବେ ବାକି ।

ସମୟର ଗତି ପ୍ରଖର ବେଗରେ 

ବହି ଚାଲେ ଅବିରତ 

କେବେ ଭି ସେ ପଛକୁ ଚାହେଁ ନା 

ଚାଲିଥାଏ ତା ଶ୍ରୋତ ।

ସମୟ କୁ ଯିଏ ସଦ ଉପଯୋଗ କରେ 

ସେ ହୁଏ ସଭୁୁଠୁ ମହାନ 

ସେ ଜଗତ ରେ ତିଷ୍ଠ ରୁହେ 

ହୁଏ ସେ ଗୋରିୟାନ 

ସମୟ ପାଖରେ ରାଜା ମହାରାଜା 

କେତେ ମହାବିର ଜନ 

ସମୟର ଦାସ ସମସ୍ତେ ଅଟନ୍ତି 

ସମୟ ହି ସବୁୁୁଠୁ ବଳବାନ

କେେତ ଧନି ମହାବିର ଜନ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational