STORYMIRROR

Banishree Upadhyaya

Inspirational

3  

Banishree Upadhyaya

Inspirational

ଏକତା ହିଁ ବଳ

ଏକତା ହିଁ ବଳ

1 min
12.3K

ନିଜସ୍ବ କରମ ଈଶ୍ବର ଅଟଇ 

କର୍ମରେ ହିଁ ଦିଅ ମନ 

ଏକତାର ମୁଲିୟ ରହିଛି ରହିବ 

ନିଷ୍ଠା ଏକାଗ୍ରତା ଆଦର୍ଶ ସହ 

ଏକତା ହିଁ କର୍ମମବିର

ଦେଶର ଉନ୍ନତି ଜାତିର ଉନ୍ନତି 

ଏକତା ହିଁ ବଳିୟାନ 

ଏକତା ଯୋଗୁଁ ହୋଇଥାଏ ଦେଶ 

ସୁଦୃୃଢ ପାଚେରି ପରି 

ଏକତା ହୋଇଲେ ସୁୁୁଫଳ ନିଶ୍ଚିୟ

ଶତ୍ରୁଙ୍କୁ ପଛରେ ପକାଇ 

ଉଚ୍ଚ ନିଚ୍ଚ ଅବା ଛୋଟ ବଡ ହୋଇ

ଏକତାର ପ୍ରଭେଦ ନାହଁ 

କର୍ମରେ ଆଦର୍ଶ ଦେଖାଇବା ଯଦି 

ଏକତା ପାରିବ ରହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational