Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Banishree Upadhyaya

Inspirational


3  

Banishree Upadhyaya

Inspirational


ଚେସ

ଚେସ

1 min 11.7K 1 min 11.7K

ସୁଖରେ ରହିବା ପାଇଁ ସମସ୍ତେ ଆଗଭୋର 

ସୁଭୋଜନ କରିବାକୁ ସମସ୍ତେ ତତ୍ପର 

ଦେହକୁ ସୁୁୁସୁସ୍ଥ ରଖିବା ବିୟାମ ଖେଳରେ

ତେବେ ସିନା ନିରୋଗ ରହିବା ସବୁ କାଳେ ।

ମଣିଷ ଠୁ ପଶୁ ପକ୍ଷୀ ସବୁ ଖେଳ ପ୍ରିୟ 

ଖେଳ ଦ୍ବାରା ସମପର୍କ ହୋଇବ ଅତି ଦୃଢ ।

ବୁଦ୍ଧିର ଖେଳ ମଣିିଷ ଭଲ ପାଏ ଖେଳିବାକୁ  

ଚେସ ଖେଳ ତା ମଧ୍ୟରେ ଶ୍ରେଷ୍ଠ ବୋଲି ଭାବିଭାକୁ ।

ଆମ ଓଡ଼ିଶାର ଗୌରବ ପଦ୍ମମିନୀ 

ସମସ୍ତଙ୍କର ମନ ମୋହେ 

ବିଶ୍ଵ ନାଥନ ଆନନ୍ଦ ସମଗ୍ର ବିଶ୍ବରେ 

ଭାରତର ଗୌରବ ।।



Rate this content
Log in

More oriya poem from Banishree Upadhyaya

Similar oriya poem from Inspirational