Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banishree Upadhyaya

Inspirational

3  

Banishree Upadhyaya

Inspirational

ଚେସ

ଚେସ

1 min
11.7K


ସୁଖରେ ରହିବା ପାଇଁ ସମସ୍ତେ ଆଗଭୋର 

ସୁଭୋଜନ କରିବାକୁ ସମସ୍ତେ ତତ୍ପର 

ଦେହକୁ ସୁୁୁସୁସ୍ଥ ରଖିବା ବିୟାମ ଖେଳରେ

ତେବେ ସିନା ନିରୋଗ ରହିବା ସବୁ କାଳେ ।

ମଣିଷ ଠୁ ପଶୁ ପକ୍ଷୀ ସବୁ ଖେଳ ପ୍ରିୟ 

ଖେଳ ଦ୍ବାରା ସମପର୍କ ହୋଇବ ଅତି ଦୃଢ ।

ବୁଦ୍ଧିର ଖେଳ ମଣିିଷ ଭଲ ପାଏ ଖେଳିବାକୁ  

ଚେସ ଖେଳ ତା ମଧ୍ୟରେ ଶ୍ରେଷ୍ଠ ବୋଲି ଭାବିଭାକୁ ।

ଆମ ଓଡ଼ିଶାର ଗୌରବ ପଦ୍ମମିନୀ 

ସମସ୍ତଙ୍କର ମନ ମୋହେ 

ବିଶ୍ଵ ନାଥନ ଆନନ୍ଦ ସମଗ୍ର ବିଶ୍ବରେ 

ଭାରତର ଗୌରବ ।।



Rate this content
Log in

Similar oriya poem from Inspirational