Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Banishree Upadhyaya

Inspirational


3  

Banishree Upadhyaya

Inspirational


ଜଳ

ଜଳ

1 min 12.2K 1 min 12.2K

ଜଳ ହିଁ ଜୀବନ ଜଳ ହିଁ ଆଧାର 

ଅଛି ଧରା ପୃଷ୍ଠରେ ।

ସୃଷ୍ଟି କରିଛନ୍ତି ଈଶ୍ବର ଏହାକୁ 

ସକଳ ପ୍ରାଣୀଙ୍କ ହିିିିତେ।

ଦୁଇଟି ଉଜାନ ଗୋଟିଏ ଅମ୍ଳଜାନ 

ଅଣୁରେ ଗଠିତ ଜଳ ।

ଜଳରେ ସହ ଉପଯୋଗ ନ କଲେ

ଭୋଗିିବା ଘୋର ଦୁରଦଶା ।

ଜଳ ବିହୁନେ ସୃଷ୍ଟି ନାଶ 

ଜଳ ଗହଳେ ସୃଷ୍ଟି ନାଶ ।

ବୃକ୍ଷ ଲତା ସବୁ ରହିଲେ ଜଗତେ 

ବଢିବ ବର୍ଷା ଧାରା ।

ଜଳ ସଂଚୟ କଲେ ମଙ୍ଗଳ ହୋଇବ 

ହସିବ ଏ ସୃଷ୍ଟି ଧାରା ।



Rate this content
Log in

More oriya poem from Banishree Upadhyaya

Similar oriya poem from Inspirational