Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banishree Upadhyaya

Inspirational

3  

Banishree Upadhyaya

Inspirational

ଜଳ

ଜଳ

1 min
12.3K


ଜଳ ହିଁ ଜୀବନ ଜଳ ହିଁ ଆଧାର 

ଅଛି ଧରା ପୃଷ୍ଠରେ ।

ସୃଷ୍ଟି କରିଛନ୍ତି ଈଶ୍ବର ଏହାକୁ 

ସକଳ ପ୍ରାଣୀଙ୍କ ହିିିିତେ।

ଦୁଇଟି ଉଜାନ ଗୋଟିଏ ଅମ୍ଳଜାନ 

ଅଣୁରେ ଗଠିତ ଜଳ ।

ଜଳରେ ସହ ଉପଯୋଗ ନ କଲେ

ଭୋଗିିବା ଘୋର ଦୁରଦଶା ।

ଜଳ ବିହୁନେ ସୃଷ୍ଟି ନାଶ 

ଜଳ ଗହଳେ ସୃଷ୍ଟି ନାଶ ।

ବୃକ୍ଷ ଲତା ସବୁ ରହିଲେ ଜଗତେ 

ବଢିବ ବର୍ଷା ଧାରା ।

ଜଳ ସଂଚୟ କଲେ ମଙ୍ଗଳ ହୋଇବ 

ହସିବ ଏ ସୃଷ୍ଟି ଧାରା ।



Rate this content
Log in