Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banishree Upadhyaya

Fantasy

4  

Banishree Upadhyaya

Fantasy

ମୋବାଇଲ୍ ଓ ଟେଲିଫୋନ୍

ମୋବାଇଲ୍ ଓ ଟେଲିଫୋନ୍

1 min
24.1K


ମଣିଷ ଜନମ ଦରଲଭ ପରା ସେ 

ପରମଙ୍କ ସୃଷ୍ଟି 

ଜ୍ଞାନ ବିଜ୍ଞାନ ପ୍ରକୃତି ବିଦ୍ୟାରେ 

କେେେକେହି ନ ପାରେ ଜିତି ।

ବନ୍ଧୁ ବାନ୍ଧବ ଙ୍କ ଖବର ଜାଣିବ 

କେତେ ଦୂରେ ଜିଏ ଥାଉ 

ଟେଲିଗ୍ରାମ ପରେ ଟେଲିଫୋନ ସେବା 

ଅଧିକ ଦେଖାଏ ଭାଉ ।

ବିଜ୍ଞାନର ଦୂୂତ ଗ୍ରାହାବେଲ 

ଟେଲିଫୋନ ର ସେ ବାପା 

ପ୍ରଥମେ ସେ ଟେଲିଫୋୋନ୍ ଯୋଗେ 

ହେଲେ ସହାୟକ ସହ କଥା 

ସହାୟକ ୱାଟସନ କୁ ଇଚ୍ଛା କରନ୍ତି 

ଖୁୁସି ରେ ଗଦ ଗଦ ହେଲେ 

ଗ୍ରାହାମବେଲ ସଫଳତା ପାଇ

ଆହୁରି ସହଜ ଜିନିଷ ମୋବାଇଲ 

ଏବେ ର ଯୁଗ ରେ ଭାଇ 

ପୋକେଟ ରେ ଧରି ବୁଲିଲେ କେହି 

ଭି ଜାଣି ନଥିଲେ ପାାରଇ ନାହିଁ 

ଦେଶ ବିଦେଶର ଖବର ସୁତ 

ସବୁ କଥା ଏଥିରୁ ଜାଣିବ

ଟେଲିଫୋନ୍ ଠାରୁ ଅଧିକ ଉନ୍ନତି 

ଅଧିକ ସହଜ ହେବ 

ମୋବାଇଲ୍ ର ଯୁଗ ଏକ ଜିିନିଷ 

ଏ କଥା ସଭିଙ୍କୁ ଜଣା 

ପିଲା ଠାରୁ ବୁଢା ସେଲଫି, ୱାଟସଫ 

ଫୋଟ ଉଠେଇ ବାରେ ବଣା 

ପାାଟିନ କୁକର ମୋବାଇଲ୍ ର ସୃଷ୍ଟା 

ସଭିଙ୍କ ସୁବିଧା ପାଇଁ 

କିନ୍ତୁ ଏ ମଣିଷ ଅଜଥାରେ ଗପି 

ସମୟ ନଷ୍ଟ କରୁଥାଏ ।।



Rate this content
Log in

Similar oriya poem from Fantasy