ଆସହୋ, ଭୋଲାଶଙ୍କର
ଆସହୋ, ଭୋଲାଶଙ୍କର
ଆସହୋ, ଭୋଲାଶଙ୍କର
ଧରି ତମର୍ ତ୍ରିଶୁଲ
ଉଦ୍ଧାର କର ମୁଁନୁଷ ଜାତି କେ
ହଉଛନ୍ କେତେ କଲବଲ ।
ସତ୍ କହିବାର୍ ଟା ସପନ ଇନ
ମିଛ୍ କହିବାର୍ ଥି ସଭେ ନିପୁନ
ହିଁସା, ହଁକାର୍ ସଭେ ଘିଚାଟନା
କେହି କାହାରିର୍ ନୁଁ ନାଇଁନ ଉନା ।
ଅନ୍ଯାୟ, ଅତ୍ଯାଚାର୍ ବଢିଗଲାନ
ନ୍ଯାୟ ଶବଦ୍ ଟା ଉଭି ଗଲାନ
ଚୁରିହାରି କଥା ଆଉ ନାଇଁକହନ
ସମିଆ କେତେ ବଦ୍ ଲି ଗଲାନ ।
କଥା କଥା ଥି ହନା କଟା , ଆଜିର୍ ଚଲନ
ଶାନ୍ତି, ପ୍ରିତି ସମାଜ୍ ନୁଁ ଦୁରେଇ ଗଲାନ
ମଦ୍, ନିଶା ଯୁବକ୍ ସମାଜ୍ କେ ଡୁବେଇ ଦେଲାନ
ହର, ହର ବଲି ଲୋକ୍ ତମ୍ କୁ ଖୁଜ୍ ଲେନ ।
ଆସହୋ ଭୋଲାଶଙ୍କର
ତ୍ରିଶୁଲ ତମର୍ ଧରି
ଅନ୍ଯାୟୀ, ଅତ୍ଯାଚାରୀ କୁ ଦିଅ ହୋ ମାରି
ଶାନ୍ତି, ମୈତ୍ରୀ ଫେର୍ ଘାଏ ଆସୁ ଫିରି ।
