STORYMIRROR

Ramani Kanta Sahu

Inspirational

4  

Ramani Kanta Sahu

Inspirational

ଜୟ ସମ୍ବଲପୁର୍ : ଜୟ ସମଲପୁରୀ

ଜୟ ସମ୍ବଲପୁର୍ : ଜୟ ସମଲପୁରୀ

1 min
42

ମହାନଦୀର୍ ଖଣି ଅଛନ୍ ମାଁ ସମଲେଇ ଆମର୍ ସାହା ଭର୍ ସା
ମାଁ ର୍ ଆଶୀର୍ବାଦ ନେଇ କାମ୍ କରିଚାଲ, ଫଲ୍ କେ ନାଇଁ କରି ଆଶା । 

ଆମର୍ ଭାଷା, ଖଣ୍ ଖିର୍ ସା ଲାଗ୍ ସି ବଡା ମଧୁର୍
ଆମର୍ ଭାଷାର୍ ଭାବ୍ ଟା ଆଏ ବଢେ ମଧୁର୍। 

ନୁଁଆଖାଇ ଆର୍ ପୁସ୍ ପୁନି ଆଏ ଆମର୍ ବଡ୍ ପରବ୍  
ଭାବ୍ ଦିଆ ନିଆ, ମେଲନ୍ ମେସନ୍ ର କଥା କହେସି ଆମର୍ ପରବ୍। 

ଆମର୍ ବଜା ଢୋଲ୍, ନିସାନ୍, ତାସା, ଝାଁଜ୍ ଆଉ ମୁହୁରୀ, 
ବାଜିଗଲେ ଘାଏ ରହି ନାଇପାର, ନାଚୁଥିବ କିନ୍ଦିରି କନ୍ଦିରି । 

ଯେତ୍ କି ବି ନାଚ୍ ଗୀତ୍ ଅଛେ ସବୁ ସମଲ୍ ପୁରୀର୍ ତଲେ
ବାଜିଗଲେ ଘାଏ ରଂଗବତୀ, ନାଇ ରହିହଏ କଲେ କଲେ । 

ଆମର୍ ବୀର୍ ମାଏଟ୍ କୁଦୋପାଲି ରଖିଛେ ଦେଶର୍ ମାନ୍
ଜାଲିୱନାବାଲାବାଗ୍ ନୁଁ କମ୍ ନୁହେ ତାର୍ ବଲିଦାନ୍ । 

ସୁରେନ୍ଦ୍ର ସାଏଙ୍କର୍ ବାଗିର୍ ବୀର୍ ପରୁଷ୍ କେ ନାଇଁ ପାରୁ କେଭେ ଭୁଲି
ଏନ୍ ତା ବୀର୍ କେ ପାଇ ଧଏନ୍ ହେଇଛେ ଆମର୍ ଖିଣା ଗାଁ ର୍ ଧୁଲି । 

ଗଂଗାଧର ସାହିତ୍ୟ ଇ ମାଏଟ୍ କେ କରିଛେ ଧଏନ୍ ଧଏନ୍
ପଢି ଦେଖ ଘାଏ "ତପସ୍ୱିନୀ" ,ରସିଯିବା ହେନେ ମନ୍

ଆମର୍ ଭାଷାର୍ " ଭୁଖା " ଫିଲିମ୍ ବିଦେଶେ ପାଇଛେ ସମ୍ମାନ୍
ନାଇଁ ପାସ୍ ରୁଁ କେଭେ ଆମେ ମଂଗଲୁ ଚରଣ୍ ଙ୍କର ଅବଦାନ୍। 

ସମଲ୍ ପୁରୀ କବିତା ପାଠ୍ ସାଙ୍ଗେ ଲୋକ୍ ମହୋତ୍ସବ୍ ଆର୍ ସମଲ୍ ପୁରୀ ଧନୁଯାତ୍ରା
ଆମର୍ ଭାଷାର୍ ବଢ୍ ତି ଦିଗେ କରୁଛେ ଜୟଯାତ୍ରା 

ଆମର୍ ଭାସା ଆମର୍ ଗରବ୍ ଆଏ ସମଲ୍ ପୁରୀ
କହେମାଁ କହୁଥିମାଁ ଜୟ ସମଲ୍ ପୁରୀ,ଜୟ ସମଲ୍ ପୁରୀ, 


Rate this content
Log in

Similar oriya poem from Inspirational