STORYMIRROR

Ramani Kanta Sahu

Classics

4  

Ramani Kanta Sahu

Classics

କ'ଣ ଦରକାର ?

କ'ଣ ଦରକାର ?

1 min
7


କ'ଣ ଦରକାର ଏଠି 
ଗାନ୍ଧୀବାଦୀ ଆଦର୍ଶର 
ଯେଉଁଠି କେହି ଜାଣନ୍ତିନି 
ଗାନ୍ଧୀ କିଏ ?

ଲାଭ କ'ଣ ଏଠି 
ଅଲିଭ୍ ଡାଳ ଓ କପୋତର ମହତ୍ତ୍ଵ ବୁଝାଇ ? 
ଯେଉଁଠି ଘୂରିବୁଲନ୍ତି ସେମାନେ 
ରକ୍ତପିପାସୁ ଶାଗୁଣା ହୋଇ ।

କ'ଣ ମିଳିବ ଏଠି 
ଶଙ୍ଖଧ୍ୱନି ଶୁଣାଇ 
ସେମାନେ ତ ପୋଲିସ୍ ର ସାଇରନ୍ ଶୁଣି ଶୁଣି 
କଂସାରିଘରର ପାରା ପାଲଟି ସାରିଲେଣି ।


Rate this content
Log in

Similar oriya poem from Classics