STORYMIRROR

Ramani Kanta Sahu

Classics

3  

Ramani Kanta Sahu

Classics

ସମିଆ

ସମିଆ

1 min
30


କମିହାର୍ ସବୁବେଲେ ସମିଆାର୍ ଅଭାଵ୍
ନିଷତ୍ ର ସମିଆ ନାଇ ସରେ କେଭେ
ନାଇଁନ କିଛି ଦୁନିଆଁ ଥି ଅସାଏଧ୍
କରି ପାର୍ ବ ସବୁ ,ସମିଆର୍ ମୂଲ୍ ଟା ଵୁଝ୍ ବ ଯେଭେ।

ଠିକ୍ ସମିଆ ଥି ଠିକ୍ କାମ୍ କଲେ
ସଫଲ୍ ତା ମିଲ୍ ବା ସବୁଠାନେ,ସବୁକାମେ
ନାଇଁକଲେ, ଠିକ୍ ସେ ସମିଆର୍ ବେଭାର୍
ଅଲ୍ ସୁଆ ହେଇ ବୁଡ଼୍ ବା ବୁଧି, ସବୁକୁତି ଦିଶ୍ ବା ଅନ୍ଧାର୍।

ସମିଆର୍ ମୂଲ୍ ଟା ଯେ ଯାଇଁନ୍ ଛେ
ବର୍ ଵାଦ୍ ନାଇ କରେ ମିନ୍ ଟେ ଭି ସମିଆ କେଭେ
ଚାଁଟି ଧାର୍ ବାଗିର୍ ଲାଗିଥିସି ନିଜର୍ କାମେ
ଅଲ୍ ସୁଆ ନୁ ରହେସି ଦୂର୍, ନାଇପାଏ ଦୁଖ୍ କେଭେ।

କାମ୍ କରିଚାଲ ନାଇ ଆସ୍ ରଖି ଫଲ୍
ସମିଆ ଆଏଲେ ପାଏବ ନିଶ୍ଚେ ଫଲ୍
କରମ୍ ହିଁ ଜୀବନ୍ ହଉ ସମ୍ କର୍ ଧରମ୍
କରମ୍ ହିଁ ଜୀବନ୍ ହଉ ସମ୍ କର୍ ଧରମ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics