STORYMIRROR

Ramani Kanta Sahu

Inspirational

4  

Ramani Kanta Sahu

Inspirational

ଆସିଛେ ନୁଆଁଖାଇ

ଆସିଛେ ନୁଆଁଖାଇ

1 min
12




ବର୍ଷକ ପରେ ଆସିଛେ ନୁଆଁଖାଇ
ବର୍ଷକ ପରେ ଆସିଛେ ନୁଆଁଖାଇ
ଭୁଦୋ ମାସର୍ ଉଜଲ୍ ପଖର୍ ପଞ୍ଚମୀ ଲଗନ୍
ଆସିଛେ ନେଇ ସେନେହ ଶର୍ ଧାର୍ ବନ୍ଧନ। 

ବର୍ଷର୍ ଆମର୍ ପ ହେଲା ଅରନ୍
ମାଁ ସମଲେଇ କେ କର୍ ମାା ଅର୍ ପନ୍
ରାଗ୍ ରିଶା ସବୁ ପାସ୍ ରି ଦେ ମାଁ
ଏକାଠାନେ ମିଶି ନୁଆଁ ଖାଏମାଁ । 

ଧର୍ ତୀ ରାନୀ ଦିଶୁଛେ ସାଗୁଆ ଜର୍ ଜର୍
ଧୋବ୍ ଫର୍ ଫର୍ କାଏଁସ୍ ଫୁଲ୍ ଦିଶୁଛେ କେଡେ ସୁନ୍ଦର୍
ପିଠା ପନା ର୍ ମହକ୍ ଥି ମହକିଯିବା ଘର୍ ଘର୍
ଡାଲ୍ ଖାଇ, ରସର୍ କେଲୀ ଥି ଝୁମୁଥିବା ଗାଁ ନୁ ସହର୍। 

'ନୁଆଁ' ଖାଇ ସାର୍ ଲା ପରେ ହେସି ଜୁହାର୍ ଭେଟ୍ 
ଭାବ୍ ଦିଆନିଆ ମେଲନ୍ ମେସନ୍ ର ଆଏ ଇଟା ମହାଜୋଟ୍
"ନୁଆଁଖାଇ ଭେଟ୍" ଆଏ ଇ ପରବର୍ ଅସଲ୍ ପହେଚାନ୍
ସବୁ ପବବ୍ ନୁ ଭିନେ ଆଏ, ଆମର୍ ନୁଆଁଖାଇ ମହାନ୍। 




ବାରମାସେ ତେର ପରବ୍, ନୁଆଁଖାଇ ଆମର୍ ଅସଲ୍ ପରବ୍
ଏକ୍ ତା ର୍ ସୁତା ଥି ବାନ୍ଧି ରଖିଛେ ଆମର୍ ପରବ୍
ତିହାର୍ ବାହାର୍ ଭାବ୍ ବନ୍ଧନ୍ ରହିଥାଉ ସବୁଦିନ
ମାଁ ସମଲେଇ ର୍ ଶରନ୍ ଥି ମିଲୁଥାଉ ସମ୍ କୁ ଅରନ୍। 


Rate this content
Log in

Similar oriya poem from Inspirational