STORYMIRROR

Ramani Kanta Sahu

Children Stories

4  

Ramani Kanta Sahu

Children Stories

ଶିଶୁ ଟିଏ, ମୁଁ ଶିଶୁ ଟିଏ

ଶିଶୁ ଟିଏ, ମୁଁ ଶିଶୁ ଟିଏ

1 min
0

ଶିଶୁ ଟିଏ ମୁଁ ଶିଶୁ ଟିଏ,

ଶିଶୁ ଟିଏ ମୁଁ ଶିଶୁ ଟିଏ

କହିବି ଆଜି କଥା ଟିଏ । 


ମା'ର କୋଳ ଦୂରେଇ ଯାଉଛି,

ଆୟା ସାଥେ ମୁଁ ସଦା ରହୁଛି

କଣ୍ଢେଇ ସାଥେ ଖେଳୁଛି ମୁହିଁ

ନାହିଁ ମୋର ସାଙ୍ଗଟିଏ

ଶିଶୁ ଟିଏ , ମୁଁ ଶିଶୁ ଟିଏ।


ପାଠପଢ଼ାରେ ଖାଲି ଯାଉଛି ଦିନ

ଖେଳି ପାରୁ ନାହିଁ ଥିଲେ ବି ମନ

ଅନ୍ ଲାଇନ୍ ଗେମ୍ ଖେଳୁଛି ମୁହିଁ

ପାଖରେ ନାହିଁ ଖେଳ ପଡ଼ିଆ ଟିଏ

ଶିଶୁ ଟିଏ, ମୁଁ ଶିଶୁ ଟିଏ।


ସୃଜନଶକ୍ତି ହଜି ଯାଉଛି,

ଏ.ଆଇ.ସବୁ ଟାଣି ନେଉଛି

ମୋ ମନ କଥା ବୁଝିବ କିଏ?

ଶିଶୁ ଟିଏ, ମୁଁ ଶିଶୁ ଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍