STORYMIRROR

Ramani Kanta Sahu

Classics

3  

Ramani Kanta Sahu

Classics

ଫିର୍ ଫିରି 

ଫିର୍ ଫିରି 

1 min
0

  
ଫିର୍ ଫିର୍ ଉଡୁଥିସି ଫିର୍ ଫିରି
ଡାଲ୍ ନୁ ଡାଲ୍ କେ , ଫୁଲ୍ ନୁ ଫୁଲ୍ କେ 
ବସୁଥିସି, ଉଠୁଥିସି , ଉଡୁଥିସି ଫିର୍ ଫିରି 

ଛୋଟ୍ ଛୁଆର୍ ମନ୍ ଭୁର୍ ତା
ଉତ୍ ପତିଆର ମାକଡ୍ ନାଚ୍ ଫିର୍ ଫିରି 
କେତେବେଲେ ଜୀବନ୍ ଯାଏସି ଛାଡି ,
ନାଇପାରେ ଜାନି ଫିର୍ ଫିରି ।

ଆଏଜ କରୋନା ଭୁତାଣୁ କରୁଛେ ମାକଡ୍ ନାଚ୍
ଆଉ ମୁନୁଷ୍ ହେଇ ଯାଇଛେ ଫିର୍ ଫିରି
ଲାଖ୍ ଲାଖ୍ ମଲେନ, ଆଉ କେତେ ମର୍ ବେ ନାଇନ ହିସାବ୍ କାହାରିର୍ ।

ବେଲ ଥାଉନ୍ ଥାଉନ୍ ସୁଧ୍ ରି ଯା 
ମାସ୍ କ ପିଂଧ୍ , ହାତ୍ ଧୁ ଥା ଥର୍ ଥର୍ ,ରଖ୍ ନିଜ୍ କେ ଦୁର୍ 
 ଜୀବନ୍ ଥିଲେ ଜୀବ୍ କା ଅଛେ
ମୁନୁଷ୍ ଜୀବନ୍ ନାଇ ମିଲେ ଆଉଥରେ ।




Rate this content
Log in

Similar oriya poem from Classics