STORYMIRROR

Basanti Pattnaik

Romance

3  

Basanti Pattnaik

Romance

ଆଶା

ଆଶା

1 min
207

ଥୁଣ୍ଟା ଗଛଟି ଚାହିଁ ରହିଛି

ନାହିଁ ଏଠି ପତ୍ର, ଓ‌ ସଵୁୁଜୀମାର ମାଳା


ଏଠି ବସୁନାହିଁ ଭମର

‌‌ଫୁଲର ପରଷ ପାଇଁ


କରେ ନାହିଁ କେବେ ଚେଷ୍ଟା

ମଧୁୁୁକୁ ଶୋଷିବା ପାଇଁ


ଥୁୁଣ୍ଟା ଗଛ ଟି ବିକଳେ

ଚାତକ ସାଜିଛି

ଗଣୁଛି କେବେ ତା ବୁକୁୁୁରେ

ଯୌବନଅଙ୍କ

ବସନ୍ତର ମୃଦୁ ପବନରେ ତା ଦେହଟି

ଥରିବ ସେ କରିବ ଆର୍ତ୍ତ ନାଦ

ମଧୁ଼ମକ୍ଷୀର ଆଘାତରେ

ଏହି ଆରତ୍ତନାଦ ଭିତରେ ସେ

ସାଜିଵ ନବ ବଧୁ

ଛୁପି ଛୁପି ଆସିବ ତା ପ୍ରେମିକ

ମଧୁମକ୍ଷୀ    ଲୁୁୁୁଟେରା

 

ତା ଦେହରୁ ରସ ନେଇ ସଜେଇବ

ତାକୁ ପ୍ରେମ ‌‌‌‌‌‌‌‌‌ବ଼ିରହୀଣୀ  ।



Rate this content
Log in

Similar oriya poem from Romance