Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Romance Tragedy

3  

Basanti Pattnaik

Romance Tragedy

ଉଦାସିଆ ମନ

ଉଦାସିଆ ମନ

1 min
155


   ଉଦାସିଆ ମନ ଟା ଭାରି ଭାରି ଲାଗୁଛି

     ଅତୀତ କୁ ବସିକି କେତେ ଘାଣ୍ଟୁଛି

    ଚଟାଣରେ ମୁଁ ବସିକି ଗାର ତ ଟାଣୁଛି

      ଚିଡି ଚିଡା ମନ ଅବଶ ଲାଗୁଛି l

    ସକାଳୁ କାଉ ଟା କାଇଁ ରାବତ ଛାଡୁଛି

      ଅଜଣା ଭୟ ଟା ମନକୁ ଘାରୁଛି

    ତୁମେ ଗଲାପରେ ସବୁ ଖାଲି ତ ଲାଗୁଛି 

    ବିଚଳିତ ମନ ଟା ଖାଲି ଭାବୁଛି l

    ଆମ ପ୍ରେମ ର ସୁଖ ଦୁଃଖ ଘଟଣାବଳୀ 

    ଉଙ୍କି ମାରୁଛି ମୋ ମାନସପଟ ରେ 

   ସମୟ ର ବେଗଟା ଯେ ପ୍ରବଳ ପ୍ରଖର l

     ଭସାଇ ନେଇଗଲା ସାଥୀ କୁ ମୋର

   ମୁଁ ଯେ ଆମର ପ୍ରେମ କୁ ସାଉଁଟି ରଖିଛି

      ଅତି ଯତନେ ତ ମନରେ ବାନ୍ଧିଛି। 

  ‌

    


Rate this content
Log in

Similar oriya poem from Romance