STORYMIRROR

shmitaa mohanty

Children

4  

shmitaa mohanty

Children

ଆଗାମୀ କାଲିର କଳିକା

ଆଗାମୀ କାଲିର କଳିକା

1 min
621

ମୋ ମହକରେ ମହକାଇଦେବି ସାରା ଜଗତ

ସ୍ଵାର୍ଥ ତ୍ୟାଗ କରି ଆପଣାଇବି କର୍ତ୍ତବ୍ୟ ର ପଥ

ଯେତେ ସୁଗମ ହେଲେ ଯିବିନି ମିଥ୍ୟା ର ପରତ

ସୁନାମ ଅର୍ଜିବୀ ମୁହିଁ କବଚ କରି ଚାଲିବି ସତ୍ୟ

ଆଗାମୀ କାଲିର କଳିକା ମୁଁ ଯେ

ସ୍ବପ୍ନ ଦେଖେ ଛୁଇଁବି ଗଗନ

ଖାତିର ନ କରି ଦୂରେଇ ଦେବି ସବୁ ବାଧାବିଘ୍ନ

ମାତୃଭୂମି ମାତୃଭାଷା ର ଟେକ ରଖିବି ମୁଁ ସବୁଦିନ

ତା ସେବା ପାଇଁ ସମର୍ପି ଦେବି ଏ ଅଲୋଡ଼ା ଜୀବନ ।


Rate this content
Log in

Similar oriya poem from Children