ବର୍ଷା ସକାଳ
ବର୍ଷା ସକାଳ
ଆଗୋ ବର୍ଷା ସକାଳ
ଭିଜାଇ ଦିଅ ପ୍ରେୟସୀର ଉଦାସ ଭରା
ନୟନ ଯୁଗଳ
ଲୁଚାଇ ଦିଅ କଜ୍ଵଳର ଗାର
ଭିଜି ଯାଉ ମାଟିର ବୁକୁ
ତା ଲୁହର ସ୍ପର୍ଶ ରେ
ବହିଯାଉ ସେ ଆବେଗର ବନ୍ୟା ରେ l
ଆଗୋ ବର୍ଷା ସକାଳ
ଭିଜାଇ ଦିଅ ପ୍ରେୟସୀର ଉଦାସ ଭରା
ନୟନ ଯୁଗଳ
ଲୁଚାଇ ଦିଅ କଜ୍ଵଳର ଗାର
ଭିଜି ଯାଉ ମାଟିର ବୁକୁ
ତା ଲୁହର ସ୍ପର୍ଶ ରେ
ବହିଯାଉ ସେ ଆବେଗର ବନ୍ୟା ରେ l