Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujat Kumar Sahoo

Romance

2  

Sujat Kumar Sahoo

Romance

ମାନସୀ

ମାନସୀ

1 min
396


ଛନ ଛନ ଯଉବନ,

ବସନ୍ତ ର ଆଗମନ,

ମନରେ ଆଳସି ଦିଏ ପରଶି,

ପ୍ରିୟା ମୋର ମଦାଳସି ।


ଚାଲି ତା ହରିଣି, ମନଟା ମୋହିନୀ,

ଗଜ ଗମନି ସେ ମୃଗ ନୟନି ।

କମଳ ଢଳ ଢଳ,

ଯେହ୍ନେ ନିତମ୍ବ ବେନି ତାର ।

କଟି ତା ଦୋହଲି, ଚାଲି ମଖଲି,

ହୃଦ ଟା ବିଦାରି, କଟାକ୍ଷ ଚାହାଣି ।


ଚୁର୍ଣ୍ଣ କୁନ୍ତଳ ସତେ ବିଚି ମାଳ,

ଜକ ଜକ ଦିଶେ ନୟନ କଜଳ ,

ପାଦେ ରୁଣୁ ଝୁଣୁ ପାଦପ କରୁଛି,

କୋକିଳ ରାବୁଛି ଜେହ୍ନ୍ନେ ହସ୍ତ କଙ୍କଣ ।


ତାର ପ୍ରେମ ପରଶ, ମନେ ଦିଏ ହରଷ,

ସତେ କି ଜହ୍ନ ତାରା କରନ୍ତି ମେଳି,

ମୋ ମାନସେ ବାଜଣା,

କରେ କର ତାଳି ।

***********************************


Rate this content
Log in

Similar oriya poem from Romance