Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujat Kumar Sahoo

Abstract

2  

Sujat Kumar Sahoo

Abstract

ମନବୋଧ କବିତା

ମନବୋଧ କବିତା

1 min
218


ଅଭଜନା ଭଜ ବାବୁରେ ଯେବେ ଭବୁ ତରିବୁ,

ଭଜନ କୀର୍ତ୍ତନ ରେ କିଛି ଲାଭ ନାହିଁ ପାଇବୁ     ।

ଗୋଲ ହାଟ ପୁର ପାଟଣା ନାମ ଗୋଟି ଯହିଁଟି

ସେହି ଠାରେ ବିଜେ କରନ୍ତି ଜଗତ ର ସାଇଁ ଟି ।

ନିଶବଦ ଘରେ ଶବଦ କିସ ହେବ ତାହାର ,

ଧରି ଥିଲେ ବାଇ ଦଣ୍ଡ କୁ ହେବୁ ତୁହି ଉଦ୍ଧାର  ।

ଅନାହତୁ ଶବ୍ଦ କ୍ଷରୁଛି ଦିବା ନିଶି ଅ ରହ  ,

ସେହି ଶବଦ କୁ ବାରିଣ ଜଗୁଆଳ ତୁ ହୁଅ   ।

ଯଗିଥିଲେ ଜାଗା ପାଇବୁ ତାର ପାଦ ପଦ୍ମ ରେ,

ଅନ୍ତ କାଳେ ରେଣୁ ବଢ଼ାଇ ଦେବ ହାତ ତୋ ଠାରେ ।



Rate this content
Log in

Similar oriya poem from Abstract