Audio

Forum

Read

Contests

Language


Write

Sign in
Wohoo!,
Dear user,
ସପନ ହଜିଗଲା ମୋର
ସପନ ହଜିଗଲା ମୋର
★★★★★

© Pramila Sahoo

Tragedy

1 Minutes   1.2K    5


Content Ranking

ସପନ ହଜିଗଲା ମୋର

କେଉଁ ଏକ ଅଜଣା ସହରରେ

ଆଜିବି ଖୋଜୁଛି ପାଉନି ତାକୁ

ଏମିତି ସପନ ଭୁଲିବାକୁ ଚାହିଁଲେ

ଭୁଲି ପାରୁନାହିଁ ତାକୁ

ନା ଏ କୂଳରେ ହେଲି

ନା ସେ କୂଳରେ ହେଲି

ମଝିରେ ରହିଗଲି

ଖାଲି ଦୁଃଖର କଳା ଅନ୍ଧାର ପାହାଡରେ

ଆଗକୁ ଖାଲି ଅନ୍ଧାର ପଛକୁ ବି ଅନ୍ଧାର

ବଞ୍ଚିବାକୁ ହୁଏ ଖାଲି ଆଖି ଲୁହରେ.......

ପ୍ରମିଳା ସାହୁ

ସପନ ଦୁଃଖ ଅନ୍ଧାର

Rate the content


Originality
Flow
Language
Cover design

Comments

Post


Some text some message..