STORYMIRROR

Pramila Sahoo

Tragedy

2  

Pramila Sahoo

Tragedy

ଜୀବନ ପଥ

ଜୀବନ ପଥ

1 min
13.6K


ଜୀବନ ପଥରେ ଆସେ ଅନେକ ଝଡ଼

ସବୁ ସହି ଆଗକୁ ବଢ଼ିବାରେ ଆନନ୍ଦ

ଅଚିହ୍ନା ମୁହଁ ହୋଇ ଯାଏ ଦିନେ ଚିହ୍ନା

ସେହି ଚିହ୍ନା ମୁହଁ ଦିଏ ଅନେକ ଯାତନା

କହି ହୁଏନା କି ଶହି ହୁଏନା ଆଖିରେ ଲୁହର ବନ୍ୟା

ଋତୁ ବଦଳିଲା ପରି ବଦଳି ଯାଏ ଅତି ଆଦର ମନୁଷ୍ୟ

ଦିନ ସିନା ଚାଲିଯାଏ ହେଲେ ମନରେ ଅବଶେଷ

ଶେଷରେ ଆସେ ଏମିତି ସମୟ ଲୁହ ଥାଏ କେବଳ

ନା କହି ହୁଏ ନା କିଛି ଶହି ହୁଏ ଖାଲି ଯା ଅନୁଭବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy