STORYMIRROR

Pramila Sahoo

Inspirational Others

2  

Pramila Sahoo

Inspirational Others

ମା' ପରି କିଏ ହବ

ମା' ପରି କିଏ ହବ

1 min
3.4K


ମା’ ପରି କିଏ ହବ

ମନରେ ଯେତେ ଦୁଃଖ

କିଏ ଆଉ ବୁଝିବ

ନିଜେ ନଖାଇ

ସଭିଙ୍କ ପାଇଁ

ସାଇତି ଥିବ

ଜ୍ଵର ହେଲେ ଆମକୁ

ରାତି ରାତି ଉଜାଗର

ହୋଇ ସେବା କରୁଥାଇ

ତାହା ଦେହ ଖରାପ ହେଲେ

ସବୁ ନିଜେ ଶହି ଯାଏ

ମା’ ହିଁ ଆମର

ମମତାମୟୀ ମା’.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational