STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନମସ୍ତୁତେ ମହାମାୟୀ

ନମସ୍ତୁତେ ମହାମାୟୀ

1 min
8



ନମସ୍ତୁତେ ମହାମାୟୀ 

      ଶ୍ରୀପୀଠେ ସୁର ପୂଜିତା l

ନମସ୍ତେ କମଳା ମାତା 

       ଶଙ୍ଖ,ଚକ୍ର,ଗଦା ହସ୍ତା ll

ଗରୁଡ଼ ପୃଷ୍ଠେ ଆସୀନା 

       ମହା ବିଷ୍ଣୁଙ୍କ ସଙ୍ଗୀନୀ l

ନମସ୍ତୁତେ ମହାଦେବୀ 

       ସର୍ବ ପାତକ ହାରିଣୀ ll

ନମସ୍ତେ ସର୍ବ ଜ୍ଞାତ୍ରୀ ମା' 

       ଅଭୟ ବର ଦାୟିନୀ l

ସର୍ବ କ୍ଳେଶ ହର ମାତା 

      ନମସ୍ତୁତେ ନାରାୟଣୀ ll

ସିଦ୍ଧି ବୁଦ୍ଧି ପ୍ରଦେ ଦେବୀ,

      ମୁକ୍ତି ପ୍ରଦାୟିନୀ ମାତା l

p>

ମନ୍ତ୍ର ମୂର୍ତ୍ତି ମହାଦେବୀ 

       ସାଗର ରାଜ ଦୁହିତା ll

ମାହେଶ୍ୱରୀ ମହାମାୟୀ 

          ଆଦି ଅନ୍ତ ନାହିଁ ll

ଯୋଗରୁ ସମ୍ଭୂତ 

      ନମସ୍ତୁତେ ଦୟାମୟୀ ll

ସ୍ଥୁଳ ସୁକ୍ଷ୍ମ ରୁପେ ମାତ 

      ମହାରୌଦ୍ରା ମହାଶକ୍ତି l

ମହାପାପ ହାରୀ ଦେବୀ 

      ବନ୍ଦେ ସାଗର ଦୁହିତି ll

ପଦ୍ମାସନୀ ପଦ୍ମାଳୟା 

        ପରଂବ୍ରହ୍ମ ସ୍ୱରୂପିଣୀ l

ନମସ୍ତୁତେ ମହାଲକ୍ଷ୍ମୀ 

      ଜଗନ୍ମାତ ଠାକୁରାଣୀ ll


Rate this content
Log in

Similar oriya poem from Inspirational