STORYMIRROR

Pramila Sahoo

Others

2  

Pramila Sahoo

Others

ସ୍ବପ୍ନ ଓ ବାସ୍ତବତା

ସ୍ବପ୍ନ ଓ ବାସ୍ତବତା

1 min
14.1K


ସ୍ଵପ୍ନ ଓ ବାସ୍ତବତା ଭିତରେ ଫରକ ଏତିକି,ସ୍ଵପ୍ନ ଖୁସିଦିଏ,

ଭାଙ୍ଗିଗଲେ ଦୁଃଖ ଦିଏ।

ବାସ୍ତବତା ଯନ୍ତ୍ରଣା ଦାୟକ,

ତଥାପି ମଣିଷ ସ୍ଵପ୍ନ ଦେଖିବାକୁ ଭଲ ପାଏ।

ଭାଙ୍ଗି ଯାଇଥିବା ସ୍ଵପ୍ନକୁ,

ବାରବାର ସଜାଡ଼ିବାକୁ ଚେଷ୍ଟା କରୁଥାଏ।

କେବେ ସେ ବାସ୍ତବତା ସ୍ଵପ୍ନରେ ହିଁ ସୁନ୍ଦର ଲାଗେ,

ତ କେବେ ସତର ରୂପ ନେବା ପାଇଁ ଦିନ ଗଣୁଥାଏ।

ବେଳେବେଳେ କିଛି ସ୍ଵପ୍ନ ଲାଗେ,

ଦୂର ଜହ୍ନ ପରି,ଆକାଶର ଇନ୍ଦ୍ରଧନୁ ପରି

ଆଉ ବାଇ ଚଢ଼େଇର ବସା ଘର ପରି।।


Rate this content
Log in