STORYMIRROR

Pramila Sahoo

Others

2  

Pramila Sahoo

Others

କେମିତି ଆସିଲ

କେମିତି ଆସିଲ

1 min
2.7K


କେମିତି ଆସିଲ ଏଇ ମୋ ଜୀବନରେ

ଭାବୁଛି ବସି ସନ୍ଧ୍ୟା ସକାଳେ

ଅସରା ସପନର ଗୋଲାପ ବନରେ

ହୃଦୟରେ ମୋର କରି ନେଲ ନଅର

ଏମିତି ଅଭୁଲା ସ୍ମୃତି ତୁମେ ମୋର

ଦୁଇ ଆଖି ମନେ ପଡେ ବାରମ୍ବାର

ଯେଉଁ ଦିନ ମୁଁ ତୁମକୁ ପାଇଲି

ସେ ଦିନୁ ଭୁଲିଗଲି ପରା ଏ ଦୁନିଆ.....


Rate this content
Log in