STORYMIRROR

Pramila Sahoo

Inspirational Others

2  

Pramila Sahoo

Inspirational Others

କେଡ଼େ ବିଚିତ୍ର ଏ ଜଗତ

କେଡ଼େ ବିଚିତ୍ର ଏ ଜଗତ

1 min
2.5K


କେଡ଼େ ବିଚିତ୍ର ଏ ଜଗତ

କିଏ ଖାଦ୍ୟ ମୁଠେ

ପାଇଁ ଧରୁଛି କାହା ପାଦ

ନିତି ଘଟଣା ଦେଖି ଦେଖି

ହୃଦୟ ହୋଇଗଲାଣି ପଥର ପରି

ଜନ୍ମ ହେଇ ଖାଦ୍ୟ ପାଇଁ କରନ୍ତି କେତେ କଷ୍ଟ

ଆଉ କିଏ ଖାଦ୍ୟକୁ କରିଥାଏ ନଷ୍ଟ

ସେହି ମୁଠାଏ ଖାଦ୍ୟ ଅନ୍ୟ ପାଇଁ ମୂଲ୍ୟ

ଖାଦ୍ୟ ହେଉଛି ଆମର ଜୀବନ

ତାହାର କରିବା ସୁବିନିଯୋଗ

ତେବେ ହେବ ସମାଜର କଲ୍ୟାଣ

ଜୀବନ ହବ ସରସ ଆଉ ସୁନ୍ଦର.....

ପ୍ରମିଳା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational