STORYMIRROR

Manoj Behera

Inspirational

3  

Manoj Behera

Inspirational

ସ୍ୱପ୍ନ ଆଉ ଲକ୍ଷ୍ୟ

ସ୍ୱପ୍ନ ଆଉ ଲକ୍ଷ୍ୟ

1 min
269

ସ୍ବପ୍ନ ଆଉ ଲକ୍ଷ୍ୟ ନାହିଁ ଯଦି ଜୀବନରେ ଆମର 

ସେହି ଜୀବନଟା ଆମ ଜୀବନ ନୁହେଁ, ନଇକୂଳ ତୁଠ ପଥର 

ମଣିଷ ଜନମ ପାଇ ଯଦି ବଞ୍ଚିବା ନିର୍ଜୀବ ଭଳି 

ଏ ମଣିଷ ଜନମ ଆମର ହାଏ ଚୁଲିରେ ଯାଉ ଜଳି.... 


ଏଇ ମୁହୂର୍ତ୍ତରୁ ଆସ ଆମେ ଯିବା ବଦଳି 

ନିର୍ଜୀବ ଭଳି ନୁହେଁ ବଞ୍ଚିବା ମଣିଷ ଭଳି 

ଆମ ଭାଗ୍ୟ ଆମେ ନିଜେ ଲେଖିବା 

ଅନ୍ୟ କାହା ଉପରେ ଭରସା ନକରିବା.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational