STORYMIRROR

Manoj Behera

Others

3  

Manoj Behera

Others

କିଛି ଏମିତି

କିଛି ଏମିତି

1 min
277

ସକାଳ ନହୁଣୁ ଆସୁଥିଲ ତୁମେ

ମୋ ଦୂଆରକୁ ଧାଇଁ,

ବିପଦ ବେଳେ ତୁମ ଦେଖା ନାହିଁ ଟିକେ

ସଞ୍ଜ ଗଲାଣି ନଇଁ ।


ଯାହା ହେଲେ ବି ବନ୍ଧୁ ତୁମେ ମୋର

କେମିତି ଦେବି ମୁଁ ଧୋକା,

ତୁମ ଦୁଃଖ ବେଳେ ହେବି ମୁଁ ହାଜର

ଦେଉଛି ତୁମକୁ କଥା ।


Rate this content
Log in