STORYMIRROR

Manoj Behera

Inspirational

3  

Manoj Behera

Inspirational

ଖାଲ ଢ଼ିପରେ

ଖାଲ ଢ଼ିପରେ

1 min
231

ଏଇ ଭାଗ୍ୟରେଖା ଅସଜଡା ରାସ୍ତା

କେବେ ଖାଲ ଢ଼ିପ କହିତ ହୁଏନା

ଚାଲିବାକୁ ହେବ ସଭିଏଁ ସାଥିରେ

ଏଇ ଖାଲ ଢ଼ିପ ରାସ୍ତାରେ ।


ଆୟୁଷର ଶେଷ ସୀମାରେଖା ଯାଏଁ

କର୍ମ କରୁଥିବା ଖୁସି ବାଣ୍ଟୁଥିବା ମିଶି ସଭିଏଁ

ବିପଦେ ଆପଦେ ସଭିଏଁ ସାଥିରେ

ରହିଥିବା ଆମେ ସବୁ ମୁହୂର୍ତ୍ତରେ ।


Rate this content
Log in

Similar oriya poem from Inspirational