STORYMIRROR

Manoj Behera

Others

2  

Manoj Behera

Others

କିସ ବୟସ ?

କିସ ବୟସ ?

1 min
204

ଜହ୍ନ ମାମୁଁ ଗପ ବାଘ ମାମୁଁ ଗପ ଶୁଣି କଟିଗଲା ପିଲା ଦିନ

ବେଳ ଆସିଗଲା ବିଦ୍ୟାଳୟ ଗଲି ପାଠରେ ଦେଲି ମୁଁ ମନ ।।

ଚାକିରୀ କରିଲି ବାହା ମୁଁ ହେଲି ବଢ଼ିଲା ସଂସାର ଚିନ୍ତା

ସବୁ ଚିନ୍ତାକୁ ଦୂର କରି ଆଜି ହେଲିଣି ମୁଁ ବୁଢ଼ା ।।

ମନରେ ନାହିଁ ମୋ ଟିକିଏ ଦୁଃଖ ନାତି ନାତୁଣୀ ମୋ ସାଙ୍ଗ

ତାଙ୍କ ହାତ ଧରି ଏବେ ବାଟ ମୁଁ ଚାଲିବି ସେ ମୋ ପାଇଁ ସରଗ ଚାନ୍ଦ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍