STORYMIRROR

Manoj Behera

Inspirational

3  

Manoj Behera

Inspirational

ତୋ ପାଇଁ

ତୋ ପାଇଁ

1 min
257

ତୋ ପାଇଁ ସାଥି ଛାଡିପାରିବିନି ମୋ ଗାଁ ମୋ ମା କୁ (୧)

ତୋ ପାଇଁ ସାଥି ଭୁଲିପାରିବିନି ମୋ ପିଲାଦିନ ସାଙ୍ଗ ସାଥିଙ୍କୁ (୨)

ତୁ ପଛେ ଯେତେ ଯାଆ ଦୂରେଇ ରଖିପାରିବିନି ତୋ କଥା (୩)

ତୁ ପଛେ ଯେତେ ଦେ ପ୍ରତାରଣା କେବେ ଭାବିବିନି ତୋ କଥା (୪)


ମୋ ଗାଁ ମୋ ପାଇଁ ଜହ୍ନଠୁବି ସୁନ୍ଦର କେମିତି କହ ତାକୁ କରିବି ପର (୫)

ମୋ ମା ମୋ ପାଇଁ ସାକ୍ଷାତ ଈଶ୍ୱର କେମିତି କହ ତାକୁ କରିବି ପର (୬)

ଜଳ ବିନା ମୀନକୁ ଯେମିତି ଜୀବନ ଲାଗେ ଅନ୍ଧାର ଅନ୍ଧାର (୭)

ମୋ ଜୀବନ ବି ସେମିତି ଏ ମାନଙ୍କ ବିନା ଲାଗେ ଅନ୍ଧାର ଅନ୍ଧାର (୮)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational