STORYMIRROR

Manoj Behera

Romance

2  

Manoj Behera

Romance

ପ୍ରେମ ଆଠ ଅକ୍ଷର

ପ୍ରେମ ଆଠ ଅକ୍ଷର

1 min
137

ଜାଣିଲା ପରେ ଭାବୁଛି ମୁଁ ବସି

ପ୍ରେମ କେମିତି ଅଢେ଼ଇ ଅକ୍ଷର

ହାତ ଗଣତିରେ ଗଣି ମୁଁ ଜାଣିଛି

ପ୍ରେମ ତ ଆଠଟି ଅକ୍ଷର ।

ବଡ଼ କବିଙ୍କୁ ରହିଲା ମୋ ପ୍ରଶ୍ନ

ଆଉ ଥରେ ଗଣିଦେଖ

ପ୍ରେମ ତ ନୁହେଁ ଅଢେ଼ଇ ଅକ୍ଷର

ପ୍ରେମ ତ ଆଠଟି ଅକ୍ଷର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance