STORYMIRROR

Manoj Behera

Inspirational Others

2  

Manoj Behera

Inspirational Others

ବିଧାତା

ବିଧାତା

1 min
113

ହେ ବିଧାତା ତମେ କଅଣ କିଛି ଦେଖିପାରୁନ 

ବଢ଼ି ଚାଲେ ଏଠି ଅତ୍ୟାଚାର ଦିନ କୁ ଦିନ 

ପାପୀ ମାନେ ନାଚନ୍ତି ଏଠି ଘୃଣ୍ୟ କାମ କରି 

ଭଲ ମଣିଷ ଏଠି କାନ୍ଦି ମରଇ ନିଜ ମଣିଷ କୁ ଝୁରି... 


ହେ ବିଧାତା ନକରି ଡେରି ମର୍ତ୍ତ୍ୟମଣ୍ଡଳ କୁ ଆସି 

ପାପୀ ଗଣଙ୍କୁ ସୁଳିରେ ଟାଙ୍ଗି ଦେଇଦିଅ ଫାଶୀ 

ଏଇଆ ହିଁ ଚାହେଁ ସାରାଭାରତ ଆଉ କିଛି ନୁହେଁ 

ସତ୍ୟ ମେବ ଜୟତେ... ସତ୍ୟ ମେବ ଜୟତେ.... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational