Manoj Behera
Inspirational
ଟୋପାଏ ଜଳ ଦେଇପାରେ ଜୀବନ
ଟୋପାଏ ଜଳ ନେଇପାରେ ଜୀବନ
ଜାଣିବି ଆମର ଏଇ ପାଠୁଆ ସମାଜ
ଜଳ କ୍ଷୟ କରିଚାଲେ ଅନବରତ (1)
ଅଯଥା କାମରେ ଜଳ କ୍ଷୟ ନକରି
ସାଇତି ରଖିବା ଯଦି ସୁବିଧା କରି
ବିପଦ ସମୟରେ ସେଇତକ ଜଳ
ଆମ ଜୀବନରେ ଆଣିଦେବ ନୂଆ ସକାଳ (2)
ତୋ ପାଇଁ
ବିଧାତା
ସ୍ୱପ୍ନ ଆଉ ଲକ୍...
ଜଳ
ଅଭିମାନ
ମୋ କଳା ଠାକୁର
ଖାଲ ଢ଼ିପରେ
କିଛି ଏମିତି
କିସ ବୟସ ?
ପ୍ରେମ ଆଠ ଅକ୍ଷ...
ଏ ଜାତିର ଜୀବନ କୋଣାର୍କ ଦିନେ ବାଲୁକାର ସ୍ତୁପ ତଳେ, ଦୁନିଆର ସ୍ମୃତିରୁ ଭୁଲାଇ ପଡିଥିଲା ଶୋଇ ଅନ୍ତରାଳେ |... ଏ ଜାତିର ଜୀବନ କୋଣାର୍କ ଦିନେ ବାଲୁକାର ସ୍ତୁପ ତଳେ, ଦୁନିଆର ସ୍ମୃତିରୁ ଭୁଲାଇ ପଡି...
କିଛି ସମୟ ପରେ କିଛି ବାଣ ଫୁଟିବାର ଶବ୍ଦ ଶୁଣାଗଲା । ମନକୁ ମନ ଭାବିଲି ଆଜି ନିଶ୍ଚିତ ଭାବରେ କିଛି ଗୋଟେ ଉତ୍ସବ ହଉଥିବ ... କିଛି ସମୟ ପରେ କିଛି ବାଣ ଫୁଟିବାର ଶବ୍ଦ ଶୁଣାଗଲା । ମନକୁ ମନ ଭାବିଲି ଆଜି ନିଶ୍ଚିତ ଭାବରେ କି...
ମାଙ୍ଗଳିକ ଦୋଷ, କାଳ ସର୍ପ ଦୋଷ ଗଣ୍ଡ ଗଛ ଦୋଷ,ଆଗରେ ନଡ଼ିଆ,ପଛରେ କଦଳି ଜୀବ ହତ୍ୟା ଦୋଷ, ମାଙ୍ଗଳିକ ଦୋଷ, କାଳ ସର୍ପ ଦୋଷ ଗଣ୍ଡ ଗଛ ଦୋଷ,ଆଗରେ ନଡ଼ିଆ,ପଛରେ କଦଳି ଜୀବ...
ଆସୁଛନ୍ତି ମହାକାଳି ଆସୁଛନ୍ତି ମହାକାଳି
ମୋର ଠାରୁ ସାନ ଦୁଇ ପିଲା ଯାକ ଉଠେଇ ଦେଲେ ମୋତେ ଭାଲୁ ଚାଲିଗଲା ବାଟରେ ଭାଇହେ ମୋର ଠାରୁ ସାନ ଦୁଇ ପିଲା ଯାକ ଉଠେଇ ଦେଲେ ମୋତେ ଭାଲୁ ଚାଲିଗଲା ବ...
ସମର୍ପିତା ସୌଭାଗିନି ସମର୍ପିତା ସୌଭାଗିନି
ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି..... ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି.....
ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର
ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶୂଳ ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶ...
ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ ଦୁଇ କୁଳ ପ ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ...
ଭଣଜାଭାଣଜୀ ତୋ ହୃଦ ଚନ୍ଦନ ନୟନ ପିତୁଳା ପରି । ସ୍ନେହ ମମତାରେ ବାନ୍ଧି ରଖିଥିବୁ ସଦା କୋଳାଗ୍ରତ କରି ଭଣଜାଭାଣଜୀ ତୋ ହୃଦ ଚନ୍ଦନ ନୟନ ପିତୁଳା ପରି । ସ୍ନେହ ମମତାରେ ବାନ୍ଧି ରଖିଥିବୁ ସଦା...
ଜୀବନ ଦର୍ଶନ ଜୀବନ ଦର୍ଶନ
ଶୀତ ସକାଳର ସ୍ମୃତିଚାରଣ ଶୀତ ସକାଳର ସ୍ମୃତିଚାରଣ
ମା ତୁ ସେମିତି ସବୁବେଳେ ମତେ ଭଲପାଉଥା,ସେମିତି ମୋ ହାତ ଧରି ଚାଲୁଥା,ତୋ ହାତତିଆରି ଗରମ ରୁଟି ଖାଇବାକୁ,ମୁଁ ତୋ କୋଳରେ... ମା ତୁ ସେମିତି ସବୁବେଳେ ମତେ ଭଲପାଉଥା,ସେମିତି ମୋ ହାତ ଧରି ଚାଲୁଥା,ତୋ ହାତତିଆରି ଗରମ ରୁଟି ...
ବିବାହ ପରେ ଏକ ଝିଅ ର ତା' ବୋଉ ପ୍ରତି ଥିବା ଭାବନା କୁ ସେ ଆଙ୍କି ଦେଇଛି ଏ ଚିଠି ମାଧ୍ୟମ ରେ . . . ବିବାହ ପରେ ଏକ ଝିଅ ର ତା' ବୋଉ ପ୍ରତି ଥିବା ଭାବନା କୁ ସେ ଆଙ୍କି ଦେଇଛି ଏ ଚିଠି ମାଧ୍ୟମ ରେ ...
ସେହି ଦିନୁ କେତେ ପୀଢି ତୋ ଦେହରେ ଗଲେଣି ଯେ ବହି ଜୁଇର ପାଉଁଶ ଓ ଚିତାଭସ୍ମ ହୋଇ ସେହି ଦିନୁ କେତେ ପୀଢି ତୋ ଦେହରେ ଗଲେଣି ଯେ ବହି ଜୁଇର ପାଉଁଶ ଓ ଚିତାଭସ୍ମ ହୋଇ
ମୋ ମାଆ, ତୁମ ମାଆ, ଆମ ସମସ୍ତଙ୍କର ମାଆ ମାଆ କେବଳ ଗୋଟିଏ ମାଆ ହୋଇଥାଏ, ତ୍ୟାଗ ଓ ବଳିଦାନର ଜୀବନ୍ତ ପ୍ରତିମୂର୍ତ୍ତି ... ମୋ ମାଆ, ତୁମ ମାଆ, ଆମ ସମସ୍ତଙ୍କର ମାଆ ମାଆ କେବଳ ଗୋଟିଏ ମାଆ ହୋଇଥାଏ, ତ୍ୟାଗ ଓ ବଳିଦାନର ଜ...
" (କଥା ହେଲେ) ସମୁଦୁଣୀ ଆହା କି ହୁସିଆର ହାର ମାନିଯିବେ ବଡ ଡାକ୍ତର ମିଠା ଖାଇ ହେବ ଡାଇବେଟିସି ଚୁଡା, ମୁଢି, ଖଇ ଆଣିଛ... " (କଥା ହେଲେ) ସମୁଦୁଣୀ ଆହା କି ହୁସିଆର ହାର ମାନିଯିବେ ବଡ ଡାକ୍ତର ମିଠା ଖାଇ ହେବ ଡାଇବେଟିସି...
ପଶୁ,ପକ୍ଷୀ,ସରୀସୃପ ହେଉ ଛୁଆ ମୂଷା, ମାଆ ସ୍ନେହ ବୁଝିବାକୁ ଲୋଡନ୍ତିନି ଭାଷା, ପଶୁ,ପକ୍ଷୀ,ସରୀସୃପ ହେଉ ଛୁଆ ମୂଷା, ମାଆ ସ୍ନେହ ବୁଝିବାକୁ ଲୋଡନ୍ତିନି ଭାଷା,
ନାରୀ ଅବହେଳନଟି ଆଜି, ସୈରିଣୀୟ ଅଶାନ୍ତି ଅଜାଡେ ଦେବାଟା ହିଁ ନାରୀ ପରିଭାଷା, ନେବା କ୍ଷେତ୍ରେ ରୁହେ ଜଡ଼ସଡେ । ନାରୀ ଅବହେଳନଟି ଆଜି, ସୈରିଣୀୟ ଅଶାନ୍ତି ଅଜାଡେ ଦେବାଟା ହିଁ ନାରୀ ପରିଭାଷା, ନେବା କ୍ଷେତ୍ରେ...