STORYMIRROR

Manoj Behera

Abstract

4  

Manoj Behera

Abstract

ଅଭିମାନ

ଅଭିମାନ

1 min
428

ଏଇ ଜନମରେ କିଏ ସେମିତି ତ ନାହିଁ

ମୋ ମନ କଥା ବୁଝିକରି ଦେବ ଟିକେ ଆଉଁଶି

ଷୋହଳଟି ଫଗୁଣ ପଛେ ମୋତେ ଗଲା ପଛେ ଡେଇଁ 

କେହି ମୋ ଜୀବନ ରେ ଆସି ପ୍ରେମ ରଙ୍ଗ ବୋଲି ନାହିଁ ।।


କହିଦେଲି ଆଜି ମନ କଥା ଖୋଲି

ତଥାପି ଲୁଚିଗଲା କେତେ କଥା ଏମିତି

ସବୁକଥା କହିବା ନୁହେଁ ତ ସମ୍ଭବ

କେମିତି କହିବି ମୁଁ ମୋ ଛାତିକୁ ହୁଏ କଷ୍ଟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract