STORYMIRROR

Pramila Sahoo

Others

2  

Pramila Sahoo

Others

ବର୍ଷା

ବର୍ଷା

1 min
2.8K


ବର୍ଷାରେ ଭିଜିବାକୁ ଭଲ ଲାଗେ ମତେ

ମୋ ପ୍ରିୟା ନା ବର୍ଷା ବୋଲି

ଜହ୍ନକୁ ଦେଖିଲେ ଲାଗେ ଭାରୀ ସୁନ୍ଦର

ମୋ ପ୍ରିୟାର ମୁହଁ ପରି

ଆଖି ତାହାର ବନ ହରିଣୀ

ସତେ ଯେମିତି ସରଗର ରାଣୀ

ଚାଲି ଗଲେ ସିଏ ଛୁଟେ ମହକ

କସ୍ତୁରୀ ବାସ ପରି

ମନଟି ତାହାର ଅତି କୋମଳ

ସତେ ଯେମିତି ଫୁଲ ପରି........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍