STORYMIRROR

Pramila Sahoo

Others

2  

Pramila Sahoo

Others

ଭାଇ ଭଉଣୀ

ଭାଇ ଭଉଣୀ

1 min
13.9K


ଭାଇ ଭଉଣୀ ଏମିତି ସମ୍ପର୍କର ଡୋରି

ଯେତେ ଝଡ଼,ବତାସ ଆସିଲେ

କେବେ ସେ ଭାଙ୍ଗେନି

ଦୁଇ ମନ ଗୋଟିଏ ଆତ୍ମା

ଜଣଙ୍କ ବିନା ଆଉ ଜଣେ ରହିପାରେନା

ମୁହଁ ଦେଖି ସବୁ ବୁଝିପାରେ ଭାଇ

ନିଜେ ଦୁଃଖରେ ରହି ଦିଏ ଅନେକ ଖୁସି

ସବୁ କଷ୍ଟ ଯନ୍ତ୍ରଣାକୁ ନିଜ ଛାତିରେ ରଖି

ମୋ ଚଲା ପଥରେ ଦିଏ ଫୁଲ ବିଛେଇ

ଦୁନିଆଁରେ ଯେତେ ଅଛି ମୂଲ୍ୟବାନ ଦ୍ରବ୍ୟ

ମୋ ଭାଇ ପାଖରେ ଲାଗେ ମୂଲ୍ୟହୀନ.....


ପ୍ରମିଳା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍