STORYMIRROR

Pramila Sahoo

Others

2  

Pramila Sahoo

Others

ନାରୀ

ନାରୀ

1 min
2.5K


ନାରୀ

ନାହିଁ ତାହାର ନିଜସ୍ଵ ଅଧିକାର

ସେ କାଳେ ପରଧନ

ନିଜ ହାତରେ ଇଚ୍ଛାକୁ ମାରି ଦେଇ

ଚାଲି ଯାଏ ଶାଶୂଘର

ବାପା ,ମା ,ଭାଇ ,ବନ୍ଧୁ

ସେ ପରା ଅତିନିଜର

ବାହାଘର ପରେ

ହେଇଯାଏ ସାତ ପର

ଯାହାକୁ ଦେଖି ନାହିଁ କେବେ

ହାତଧରି ଚାଲିଯାଏ ତାହାର

ଏ ପରା ବିଧିବିଧାନ

ଜନ୍ମ ଦେଇ ମା ନୁହେଁ ତ ନିଜର....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍