ସୁଖ ଦୁଃଖ ଦୁହେଁଯାଆଁଳା ଭାଇ,,,,
ସୁଖ ଦୁଃଖ ଦୁହେଁଯାଆଁଳା ଭାଇ,,,,
,,,,,,,,,,,,,,,,,,,,,,,,,,,
ସୁଖ ଦୁଃଖ ପରା
ଦୁନିଆ ର ରୀତି
ଦୁଇ ଭାଇ ଭଉଣୀ
ଭଳି ହାତ ଧରା ଧରି
ହୋଇ ଆସନ୍ତି
ସୁଖର ଦିନ ରେ ମଣିଷ
ମତୁଆଲା ହେଉଥିବା
ସମୟରେ ଦୁଃଖ ମଉଳା
ମନ ନେଇ ଉଙ୍କି ମାରିଥାଇ
ଗୋଟିଏ ହାତର ପାପ ଅନ୍ୟ
ଜଣ ନ ନିଅଇ
ଦୁହେଁ ଦୁହିଁଙ୍କ ଠାରୁ ଅଲଗା
ଅଟନ୍ତି ଜଣେ ହସରେ ବିଭୋର
କରାଇଥାଇ
ଅନ୍ୟ ଜଣେ ଦୁଃଖରେ
ବିଭୋର ହୁଅଇ
ସୁଖ ର ଦିନ ଗୁଡିକ
ସହଜରେ ସଳଖେ ବିତଇ
ଦୁଃଖ ର ଦିନ ଭାରି
ପଡିଥାଇ
ଜଣେ ଅନ୍ୟ ଜଣର ବିପରୀତ
ପାର୍ଶ୍ବ ଗତି କରନ୍ତି
ସୁଖ ଦୁଃଖ ଦୁହେଁ ମନୁଷ୍ୟ ଉପରେ ପ୍ରଭାବ ପକାନ୍ତି
ଜଣେ ଲୁହ ର ସାଗର
ଅନ୍ୟ ଜଣେ ଖୁସିର ଜୁଆର
ସେମାନଙ୍କ ଭିତରେ
ସାନ ବଡ ବାରି
ହୁଅଇ ନାହିଁ